fbpx
BJD SKY
BJD SKY

୩ ୱାର୍ଡମେମ୍ବରଙ୍କୁ ଅପହରଣ

BJD

ନାଏବ(ଓଡ଼ିଶା ଭାସ୍କର): ନାଏବ ପଞ୍ଚାୟତ ନିର୍ବାଚନକୁ ନେଇ ୱାର୍ଡମେମ୍ବରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଓ ଯାଜପୁର ଜିଲ୍ଳାରେ ୩ ୱାର୍ଡମେମ୍ବର୍ ଙ୍କୁ ଅପହରଣ ନେଇ ହୋଇଛି ଅଭିଯୋଗ । ବଲାଙ୍ଗିର ସାହାଜବାହାଲ ଗାଁରେ ୨ ୱାର୍ଡମେମ୍ବର ଅପହୃତ ହୋଇଥିବା ସୂଚନା । ଅପରଗୋଷ୍ଠୀ ଅପହରଣ କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଯାଜପୁର ପଣସା ପଞ୍ଚାୟତରେ ୱାର୍ଡମେମ୍ବରଙ୍କୁ ମଧ୍ୟ ଅପହରଣ କରାଯାଇଥିବା ଅଭିଯୋଗ ।

Get real time updates directly on you device, subscribe now.