fbpx

ନୂଆ ବର୍ଷରେ ରାଜ୍ୟ ସରକାରଙ୍କ ୩୦ଟି ବିଭାଗରେ ନିଯୁକ୍ତି: ୧୫ ହଜାର ପଦବୀ ଖାଲି, ଶୀଘ୍ର କରନ୍ତୁ ଆବେଦନ

କୋଭିଡର ଦ୍ୱିତୀୟ ଲହରରେ ଅନେକ ଲୋକ ଚାକିରି, ଜୀବିକା ହରାଇ ସର୍ବସ୍ୱାନ୍ତ ହୋଇଯାଇଥିଲେ । ତେବେ ଏହା ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି । ଆପଣମାନେ ନିୟମିତ ଆମ ୱେବସାଇଟ୍ ଭିଜିଟ କରି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଗତ ଡିସେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ୩୦ଟି ମୁଖ୍ୟ ନିଯୁକ୍ତି ବିଷୟରେ । ନୂଆ ବର୍ଷ ଆରମ୍ଭରେ ଆପଣମାନେ ଉକ୍ତ ନିଯୁକ୍ତି ପାଇଁ ଆବେଦନ କରିପାରିବେ । ନିମ୍ନ ପ୍ରଦତ୍ତ ୩୦ଟି ନିଯୁକ୍ତି ବିଷୟରେ ଆପଣମାନେ ଆମର ୱେବସାଇଟ୍ www.odishabhaskar.com କୁ ଭିଜିଟ୍ କରି ସବିଶେଷ ତଥ୍ୟ ପାଇପାରିବେ ।

୧- OPSC ପକ୍ଷରୁ ସିଭିଲ୍ ଜଜ୍ ୫୩ଟି ପଦବୀ

୨- OSSC ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ୧୪୦ଟି ପଦବୀ

୩- OSSC ପକ୍ଷରୁ ଜୁନିୟର କ୍ଲର୍କ ୧୯ଟି ପଦବୀ

୪- ଓଡ଼ିଶା ସମବାୟ ବ୍ୟାଙ୍କ ପକ୍ଷରୁ ଆସିଷ୍ଟାଣ୍ଟ ମ୍ୟାନେଜର ୭୨୫ଟି ପଦବୀ

୫- ଓଡ଼ିଶା ସମବାୟ ବ୍ୟାଙ୍କ ପକ୍ଷରୁ ସିଷ୍ଟମ ମ୍ୟାନେଜର ୨୯ଟି ପଦବୀ

୬- ଝାରସୁଗୁଡ଼ା ମେଡିକାଲ ପକ୍ଷରୁ ୪୪ଟି ପଦବୀ

୭- OSSC ପକ୍ଷରୁ ପ୍ରାଇମେରୀ ଇନଭେଷ୍ଟିଗେଟର ୭ଟି ପଦବୀ

୮- ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ୧୩ଟି ପଦବୀ

୯- ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବୈଜ୍ଞାନିକ ୨୨ଟି ପଦବୀ

୧୦- OSSC ପକ୍ଷରୁ ଫିଲ୍ଡ ଆସିଷ୍ଟାଣ୍ଟ ୧୧ଟି ପଦବୀ

୧୧- OSSC ପକ୍ଷରୁ ସିଜିଏଲ (ଗ୍ରୁପ-ବି) ୨୨୩ଟି ପଦବୀ

୧୨- OSSC ପକ୍ଷରୁ ଏଟିଓ ୨୫୦ଟି ପଦବୀ

୧୩- OSSC ପକ୍ଷରୁ ଟ୍ରାଫିକ କନଷ୍ଟେବଳ ୫୬ଟି ପଦବୀ

୧୪- OSSC ପକ୍ଷରୁ ଜୁନିୟର ଫିସେରିଜ୍ ଟେକ୍ନିକାଲ ଆସିଷ୍ଟାଣ୍ଟ ୬୭ଟି ପଦବୀ

୧୫- OSSC ପକ୍ଷରୁ ୱିଭିଂ ସୁପରଭାଇଜର ୬ଟି ପଦବୀ

୧୬- OSSC ପକ୍ଷରୁ ସବ-ଇନ୍ସପେକ୍ଟର ୮୭ଟି ପଦବୀ

୧୭- OSSC ପକ୍ଷରୁ ଟେକ୍ନିକାଲ ଆସିଷ୍ଟାଣ୍ଟ ୫୪ଟି ପଦବୀ

୧୮- OSSC ପକ୍ଷରୁ ଡବ୍ଲ୍ୟୁଇଓ ୧୨୯ଟି ପଦବୀ

୧୯- OPTCL ପକ୍ଷରୁ ୨୩୨ଟି ପଦବୀ

୨୦- OPTCL ପକ୍ଷରୁ ୧୮ଟି ପଦବୀ

୨୧- ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷକ ୧୧୪୦୩ଟି ପଦବୀ

୨୨- ଉତ୍କଳ ୟୁନିଭରସିଟି ପକ୍ଷରୁ ୬ଟି ପଦବୀ

୨୩- OMC ପକ୍ଷରୁ ୩୯ଟି ପଦବୀ

୨୪- ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୩ଟି ପଦବୀ

୨୫- OPSC ପକ୍ଷରୁ ପ୍ରଶାସନିକ ଅଧିକାରୀ ୪୦୫ଟି ପଦବୀ

୨୬- OPSC ପକ୍ଷରୁ ଏଏସଓ ୭୯୬ଟି ପଦବୀ

୨୭- ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୫୪ଟି ପଦବୀ

୨୮- କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୫ଟି ପଦବୀ

୨୯- ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୬ଟି ପଦବୀ

୩୦- ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୨ଟି ପଦବୀ

Get real time updates directly on you device, subscribe now.