fbpx

BIG BREAKING: ୩୦ କେଜିର ହାତୀଦାନ୍ତ ଜବତ, ୧୦ ଶିକାରୀ ଗିରଫ

Advertisement

ଓଡ଼ିଶା ଭାସ୍କର: ବାରିପଦା ଠାରେ ହାତୀଦାନ୍ତ ଜବତ ହୋଇଥିବା ଜଣାପଡିଛି। ଏହି ଜବତ ହାତୀଦାନ୍ତ ୩୦ କେଜିର ହେବ ବୋଲି ସୂଚନା ରହିଛି। ତେବେ ମିଳିତ ଚଢ଼ାଉରେ ହାତୀଦାନ୍ତ ଜବତ ହୋଇଥିବା ବେଳେ ଶିକାରୀ ମଧ୍ୟ ଗିରଫ ହୋଇଛନ୍ତି। ଏହି ମାମଲାରେ ୧୦ ଜଣ ଶିକାରୀଙ୍କୁ ଗିରଫ କରିଛି ପୋଲିସ। ସମସ୍ତ ଅଭିଯୁକ୍ତ ମୟୁରଭଞ୍ଜ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.