fbpx

C-DOT ପକ୍ଷରୁ ବାହାରିଲା ୩୯୫ଟି ପଦବୀ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ସେଣ୍ଟର ଫର ଡେଭଲପମେଣ୍ଟ ଅଫ୍ ଟେଲିମେଟିକ୍ସ (ସି-ଡଟ) ପକ୍ଷରୁ ୩୯୫ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ପ୍ରୋଜେକ୍ଟ ଇଞ୍ଜିନିୟର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://cdotrecruitment.cdot.in/contractRecruitment/college_home.jsp

ନୋଟିଫିକେସନ ଲିଙ୍କ-୧: https://img.freejobalert.com/uploads/2023/01/Notification-C-DOT-Project-Engineer-Vacancy.pdf

ନୋଟିଫିକେସନ ଲିଙ୍କ-୨: https://img.freejobalert.com/uploads/2023/01/Job-Description-Details-C-DOT-Project-Engineer.pdf

ନୋଟିଫିକେସନ ଲିଙ୍କ-୩: https://img.freejobalert.com/uploads/2023/01/Notification-C-DOT-Project-Engineer-Vacancy-2-1.pdf

ନୋଟିଫିକେସନ ଲିଙ୍କ-୪: https://img.freejobalert.com/uploads/2023/01/Job-Description-Details-C-DOT-Project-Engineer-Vacancy-2.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.cdot.in/

୨୦୨୨ ମସିହା ନଭେମ୍ବର ମାସ ୨୯ ତାରିଖରୁ ୨୦୨୩ ମସିହା ନଭେମ୍ବର ମାସ ୨୯ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀ ଦଶମ, ଦ୍ୱାଦଶ, ବି.ଇ / ବି.ଟେକ, ଏମ.ଇ କିମ୍ବା ଏମ. ଟେକ୍ (ପ୍ରାସଙ୍ଗିକ ବିଭାଗରେ) କରିଥିବେ ।

Get real time updates directly on you device, subscribe now.