fbpx

ଆଜିଠୁ ୩ ଦିନ ପାଇଁ ସମଗ୍ର ରାୟଗଡ଼ା ଜିଲ୍ଲା ସଟ୍‌ଡାଉନ

ରାୟଗଡ଼ା,୨/ ୮(ଓଡ଼ିଶା ଭାସ୍କର): ଆଜିଠୁ ରାୟଗଡ଼ା ଜିଲ୍ଲା ୭୨ଘଣ୍ଟା ପାଇଁ ସଟଡାଉନ ରହିବ । ସଟଡ଼ାଉନ ରଖିବା ନେଇ ଗତକାଲି ଘୋଷଣା କରିଥିଲେ ଜିଲ୍ଳାପାଳ । ଆଜିଠୁ ମଙ୍ଗଳବାର ଯାଏଁ ସଟଡାଉନ ରହିବ ।  ଏହାସହ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ୪୮ଘଣ୍ଟା ମଧ୍ୟ ବନ୍ଦ ରଖାଯିବ । କେବଳ ଜରୁରୀ ସେବା ଓ କାଜୁଆଲଟି ଖୋଲା ରହିବ । କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି ।

 

Get real time updates directly on you device, subscribe now.