fbpx

ବ୍ୟବସାୟୀଙ୍କୁ ଆକ୍ରମଣ ଓ ଲୁଟ୍ ମାମଲା, ଆରିଫ ଗ୍ୟାଙ୍ଗର ୪ଗିରଫ

କଟକ,୧୯ା୧(ଓଡ଼ିଶା ଭାସ୍କର): କଟକ ଜଗତପୁରରେ ବ୍ୟବସାୟୀଙ୍କୁ ଆକ୍ରମଣ ଓ ଲୁଟ ମାମଲା ହୋଇଥିଲା । ଏହି ମାମଲାରେ କୁଖ୍ୟାତ ଅପରାଧୀ ଆରିଫ ଗ୍ୟାଙ୍ଗର ୪ସଦସ୍ୟ ଆଜି ଗିରଫ ହୋଇଥିବା ସୂଚନା ମିଳିଛି । ଏହାସହ ଲୁଟ୍ ହୋଇଥିବା ୭୮ ହଜାର ଟଙ୍କା ଜବତ କରିଛି ପୋଲିସ । ଏହି ମାମଲାରେ ପୂର୍ବରୁ ଆରିଫର ମାଆ ଓ ଜଣେ ସହଯୋଗୀ ଗିରଫ ହୋଇଥିଲେ । ଜାନୁଆରି ୬ରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ୫ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟିଥିଲେ ।

Get real time updates directly on you device, subscribe now.