fbpx

ମାଲେସିଆରେ ଚମକିଲେ ଓଡ଼ିଆ ଝିଅ ସ୍ନେହାଶ୍ରୀ

ଭୁବନେଶ୍ୱର, ୧୯ା୧(ଓଡ଼ିଶା ଭାସ୍କର): ମାଲେସିଆରେ ଚମକିଲେ ଭୁବନେଶ୍ୱରର ଝିଅ । ମିସ୍ ଲିଟିଲ କୁଇନ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସ୍ନେହାଶ୍ରୀ ସାହୁ ସଫଳତା ପାଇଛନ୍ତି । କୁଇନ ଅଫ ଦି ରାମ୍ପ ଇଣ୍ଟରନ୍ୟାସନାଲ ଗ୍ଲୋବାଲ ହୋଇଛନ୍ତି ସ୍ନେହାଶ୍ରୀ ।

Get real time updates directly on you device, subscribe now.