fbpx

୪ଟି ସ୍ଥାନରେ ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ଭୋଟଗଣତି ଜାରି, ୩ସ୍ଥାନରେ ବିଜେଡ଼ି ଆଗୁଆ

ଭୁବନେଶ୍ୱର,୨୮ା୧୧(ଓଡ଼ିଶା ଭାସ୍କର): ୪ଟି ସ୍ଥାନରେ ଆଜି ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ଭୋଟଗଣତି ଜାରି ହୋଇଛି । ୪ଟି ମଧ୍ୟରୁ ୩ଟି ସ୍ଥାନରେ ବିଜେଡ଼ି ଆଗୁଆ ରହିଛି ଏବଂ ଅନ୍ୟଟିରେ ଗଣତି ଆରମ୍ଭ ହୋଇନି । କୋରାପୁଟର ପଟ୍ଟାଙ୍ଗୀ ଓ ଦଶମନ୍ତପୁର ଓ ଗଞ୍ଜାମ ଛତ୍ରପଚରରେ ବିଜେଡ଼ି ଆଗୁଆ ରହିଛି । କିନ୍ତୁ ଯାଜପୁରରେ ଦାନଗଦିରେ ସାନି ଭୋଟ୍ ଯୋଗୁଁ ମତଗଣନା ବିଳମ୍ବିତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.