fbpx

ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍

ସମ୍ବଲପୁର, ୨୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଛି । ତେଣୁ ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲାଯାଉଛି । ଆଜି ଆଉ ୪ଟି ସୁଇଟ ଗେଟ୍ ଖୋଲାଯାଇଛି । ଏହାସହ ବର୍ତ୍ତମାନ ହୀରାକୁଦର ୨୪ଟି ଗେଟ ଖୋଲାଯାଇଛି । ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଜଳସ୍ତର ରହିଛି ୬୨୪.୨୭ ଫୁଟ୍ ।

Get real time updates directly on you device, subscribe now.