fbpx

ରାଜ୍ୟରେ ହେବ ୪ଟି ନୂଆ ଫ୍ୟାମିଲି କୋର୍ଟ

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ନୂଆ ଫ୍ୟାମିଲି ବା ପରିବାର କୋର୍ଟ । ଅନୁଗୁଳ, ରାୟଗଡ, ବୌଦ୍ଧ ଓ ଜଗତସିଂହପୁରରେ ହେବ ନୂଆ ଫ୍ୟାମିଲି କୋର୍ଟ । ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକ୍ଷମ କରିବାକୁ ଯୋଜନା ଚାଲିଛି । ଏନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ଆଜି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.