fbpx

୪ ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ

ଭୁୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ବିଜେଡିର ୪ ନେତାଙ୍କୁ ଆଜି ନୂଆ ଦାୟିତ୍ୱ ମିଳିଛି । ୪ ଜଣଙ୍କୁ ବିଧାନସଭା ନିର୍ବାଚନମଣ୍ଡଳିର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ବ୍ୟୋମୋକେଶ ରାୟଙ୍କୁ କରଞ୍ଜିଆ, ଯସିପୁର ପର୍ଯ୍ୟବେକ୍ଷଣ ଭାବେ ଦାୟିତ୍ୱ ମିଳିଛି । ସେହିପରି ମୁକ୍ତିକାନ୍ତ ମଣ୍ଡଳଙ୍କୁ ରାଇରଙ୍ଗପୁର, ସାରସକଣା ନିର୍ବାଚନମଣ୍ଡଳିର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଥିବା ବେଳେ ସଞ୍ଜୀବ ମଲ୍ଲିକଙ୍କୁ ଉଦଳା-ବଡସାହି ନିର୍ବାଚନମଣ୍ଡଳିର ଦାୟିତ୍ୱ ଦିଆଯାଇଛି । ଏହା ସହ ସୁଶାନ୍ତ ରାଉତଙ୍କୁ ବାରିପଦା, ମୋରଡା ନିର୍ବାଚନମଣ୍ଡଳିର ପର୍ଯ୍ୟବେକ୍ଷଣ ଭାବେ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.