fbpx

ଲାଞ୍ଚ ନେଇ ଗୁଟଖା ଗାଡ଼ି ଛାଡ଼ିବା ପଡ଼ିଲା ମହଙ୍ଗା, ୪ ପୋଲିସ ନିଲମ୍ବିତ

ବ୍ରହ୍ମପୁର, ୧୪ା୯(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ଲାଞ୍ଚ ମାଗି ଗୁଟଖା ଗାଡ଼ି ଛାଡ଼ିବା ପଡ଼ିଲା ମହଙ୍ଗା । ଏହି ଘଟଣାରେ ଆଜି ୪ଜଣ ପୋଲିସ କନେଷ୍ଟବଳ ନିଲମ୍ବନ ହୋଇଛନ୍ତି । ସେମାନଙ୍କୁ ନିଲମ୍ବିତ କରିଛନ୍ତି ଏସପି । ନିଲମ୍ବିତ ହୋଇଥିବା କନେଷ୍ଟବଳ ଟୁକୁନା ସେଠୀ, ରାଜେନ୍ଦ୍ର ସେଠୀ, ସନ୍ତୋଷ କୁମାର ଜାଲ ଓ ଅଭିଯାନ ଗମାଙ୍ଗୋ । ବଡ଼ ବଜାରରୁ ଆନ୍ଧ୍ର ଯାଉଥିବା ଟ୍ରକକୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । ନିଲମ୍ବନ ନେଇ ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

 

Get real time updates directly on you device, subscribe now.