fbpx

ବ୍ରିଟେନରୁ ଓଡିଶା ଆସିଛନ୍ତି ୪୩ ଜଣ

ଭୁବନେଶ୍ୱର,୨୪ ।୧୨(ଓଡିିଶ ଭାସ୍କର): ବ୍ରିଟେନରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱର ହଇଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଗତ ୧୪ ଦିନ ମଧ୍ୟରେ ବ୍ରିଟେନ ଫେରନ୍ତାଙ୍କ ବିଷୟରେ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ବ୍ରିଟେନରୁ ଗତ ୧୪ ଦିନରେ ୪୩ ଜଣ ଓଡିଶାକୁ ଫେରିଥିବା ଜଣାପଡିଛି । ବ୍ରିଟେନ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ଏନେଇ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏମଙ୍କୁ ଚିଠି ଲେଖାଯାଇଛି ।

Get real time updates directly on you device, subscribe now.