ଭୁବନେଶ୍ୱରରୁ ଆଜି ପୁଣି ୪୩ ପଜିଟିଭ, ୫୭ ସୁସ୍ଥ

0
COVID-19 Updates
  • World 65,464,328
    World
    Confirmed: 65,464,328
    Active: 18,636,782
    Recovered: 45,317,196
    Death: 1,510,350
  • USA 14,503,229
    USA
    Confirmed: 14,503,229
    Active: 5,683,399
    Recovered: 8,537,425
    Death: 282,405
  • India 9,564,565
    India
    Confirmed: 9,564,565
    Active: 417,216
    Recovered: 9,008,247
    Death: 139,102
  • Brazil 6,487,084
    Brazil
    Confirmed: 6,487,084
    Active: 586,804
    Recovered: 5,725,010
    Death: 175,270
  • Russia 2,375,546
    Russia
    Confirmed: 2,375,546
    Active: 474,088
    Recovered: 1,859,851
    Death: 41,607
  • UK 1,674,134
    UK
    Confirmed: 1,674,134
    Active: 1,614,021
    Recovered: N/A
    Death: 60,113
  • Italy 1,664,829
    Italy
    Confirmed: 1,664,829
    Active: 759,982
    Recovered: 846,809
    Death: 58,038
  • Germany 1,128,730
    Germany
    Confirmed: 1,128,730
    Active: 310,470
    Recovered: 800,000
    Death: 18,260
  • Turkey 733,261
    Turkey
    Confirmed: 733,261
    Active: 300,614
    Recovered: 418,331
    Death: 14,316
  • Pakistan 406,810
    Pakistan
    Confirmed: 406,810
    Active: 51,654
    Recovered: 346,951
    Death: 8,205
  • China 86,567
    China
    Confirmed: 86,567
    Active: 266
    Recovered: 81,667
    Death: 4,634

ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଆଜି ରାଜଧାନୀରୁ ମାତ୍ର ୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୩୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ୫୭ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଟୁଇଟ୍‌ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)।

ତେବେ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୪୬୧ ରେ ପହଞ୍ଚିଥିବା ବେଳେ ୨୯,୬୬୦ ଜଣ ସୁସ୍ଥ ହୋଇଛନ୍ତି। ୫୭୬ ଜଣ ଚିକିତ୍ସିତ ହେଉଛନ୍ତି। ୨୦୪ ଜଣଙ୍କ ମୃତ୍ୟୁ ଘଟିଛି।

Get real time updates directly on you device, subscribe now.

Leave A Reply

Your email address will not be published.