fbpx

୨୪ ଘଣ୍ଟାରେ କରୋନାରେ ଚାଲିଗଲା ୪୮୨ ଜୀବନ

ନୂଆଦିଲ୍ଲୀ, ୬ା୧୨ (ଓଡିଶା ଭାସ୍କର): ସମଗ୍ର ଦେଶରେ ଦିନକ ମଧ୍ୟରେ କରୋନାରେ ୪୮୨ ଜଣଙ୍କ ମୃତ୍ୟୁ ଘଟିବା ସହ ୩୬ ହଜାର ୧୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହାଫଳରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୦ ହଜାର ୧୮୨କୁ ବୃଦ୍ଧି ପାଇବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଲକ୍ଷ ୪୪ ହଜାର ୨୨୨କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.