fbpx
BJD
BJD SKY
BJD SKY

୧୪ ଡିଗ୍ରୀ ତଳେ ରାଜ୍ୟର୧୪ ସହର

ଭୁବନେଶ୍ୱର, ୬ା୧୨ (ଓଡିଶା ଭାସ୍କର): ସମଗ୍ର ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ପାଣିପାଗର ବିଭାଗର ସୂଚନା ଅନୁଯାୟୀ ସୋନପୁର ଜିଲ୍ଲାର ତାପମାତ୍ରା ୭.୬ ଡିଗ୍ରୀ ସେଲସିୟସ ରହିବା ସହ ରାଜ୍ୟର ଥଣ୍ଡା ସହରର ମାନ୍ୟତା ଲାଭ କରିଛି । ଅନ୍ୟ ସହରଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା ୧୩, ବାରିପଦା ୧୩.୪, ହୀରାକୁଦ, ୧୩.୬, ସୁନ୍ଦରଗଡ଼ ୧୨, କେନ୍ଦୁଝର ୧୨.୪, ବଲାଙ୍ଗିର ୧୨.୮, ଭବାନିପାଟଣା ୧୦.୨, କୋରାପୁଟ ୧୧.୬, ତାଳଚେର ୧୧.୯, ଫୁଲବାଣୀ ୮.୩, ଦାରିଙ୍ଗବାଡ଼ି ୯, ଅନୁଗୁଳ ୧୦, ସମ୍ବଲପୁର ୧୩.୭, କଟକ ୧୫.୮, ଭୁବନେଶ୍ୱରର ତାପମାତ୍ରା ୧୭.୬ ଡିଗ୍ରୀ ସେଲସିୟସ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.