fbpx

ହାତୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ

Advertisement

ସମ୍ବଲପୁର, ୬ା୧୨ (ଓଡିଶା ଭାସ୍କର): ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ହାତୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । କେଉଁ ପରିସ୍ଥିତିରେ ଓ କାହିଁକି ହାତୀର ମୃତ୍ୟୁ ଘଟିଲା, ସେଇ ତଦନ୍ତ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ ତଦନ୍ତ ନିର୍ଦ୍ଦେଶ ସମ୍ବଲପୁର ଡିଆରଏମ୍ ଦେଇଥିବା ଜଣାପଡ଼ିଛି । ତେବେ ତଦନ୍ତ ନିର୍ଦ୍ଦେଶ ପରେ ବିଭାଗୀୟ ଅଧିକାରୀମାନେ ଘଟଣାର ଖୋଳତାଡ଼ ଆରମ୍ଭ କରିଦେଇଥିବା ଜଣାପଡ଼ିଛି । ଦିନକୁ ଦିନ ରାଜ୍ୟରେ ହାତୀ ମୃତ୍ୟୁ ବଢ଼ି ଚାଲିଥିବାରୁ ଏଥିପ୍ରତି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ଜନସାଧାରଣରେ ଆଲୋଚନା ହେଉଛିି ।

Get real time updates directly on you device, subscribe now.