fbpx

୩୧୧ କୋଟି ଜିଏସଟି ଠକେଇ ଅଭିଯୋଗରେ ୫ ବ୍ୟବସାୟୀ ଗିରଫ

ରାଉରକେଲା: ରାଜ୍ୟରେ ବଡ଼ ଧରଣର ଜିଏସଟି ଠକେଇ ଅଭିଯୋଗରେ ୫ ବ୍ୟବସାୟୀଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଣ୍ଟ ଟିମ୍ । ଏହି ୫ ବ୍ୟବସାୟୀଙ୍କ ବିରୋଧରେ ପ୍ରାୟ ୩୧୧ କୋଟି ଟଙ୍କାର ଜିଏସଟି ଠକେଇ ହୋଇଥିବା ନେଇ ଅଭିଯୋଗ ରହିଛି ।

ମିଳିଥିବା ସୂଚନା ଅନୂଯାୟୀ, ଏହି ବ୍ୟବସାୟୀମାନେ ମାନେ ୨୩ ଟି ଜାଲି ସଂସ୍ଥା, ୩ଟି କମ୍ପାନୀ ଏବଂ ଜାଲ୍ ବିଲ୍ ମାଧ୍ୟମରେ ଠକିଥିଲେ । ଗିରଫ ହୋଇଥିବା ବ୍ୟବସାୟୀଙ୍କ ନାଁ ହେଉଛି ଧନବାନ ସା, ନିକୁ ସିଂ, ସୁବାଶ କାଣ୍ଡୁଲାନା, ରାମଭରୋସେ ସା, ମନୋଜ ପାଣ୍ଡେ । ଏମାନଙ୍କ ମଧ୍ୟରୁ ୪ ଜଣ ରାଉରକେଲାର ଏବଂ ଜଣେ ସୁନ୍ଦରଗଡ଼ର ।

Get real time updates directly on you device, subscribe now.