fbpx

ରାଜ୍ୟରେ ଆଉ ୫ କୋରୋନା ରୋଗୀ,ଆକ୍ରାନ୍ତଙ୍କ ସଂଖ୍ୟା ୭୯

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):ରାଜ୍ୟରେ ଆଉ ୫ କୋରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ ରୁ ସୂଚନା ମିଳିଛି ।ଗତକାଲି ମୋଟ ୧୩ ଜଣକର ରିପୋର୍ଟ ପଜେଟିଭ ଆସିଥିଲା । ଆଜି ଆଉ ୫ ଜଣଙ୍କ ରିପୋର୍ଟ ପଜେଟିଭ ଆସିଛି ।

Get real time updates directly on you device, subscribe now.