fbpx

ପେଟ୍ରୋଲ ପମ୍ପ ଲୁଟ ମାମଲା, ୫ଜଣ ଗିରଫ

ସୁନ୍ଦରଗଡ଼, ୯ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଚୋରି ଡକାୟତି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ସୁନ୍ଦରଗଡ଼ର ଦର୍ଲିପାଲିରେ ପେଟ୍ରୋଲ ପମ୍ପ ଲୁଟ ହୋଇଥିଲା । ଏହି ମାମଲାରେ ୫ଜଣ ଗିରଫ ହୋଇଥିବା ନେଇ ସୂଚନା ମିଳିଛି । ୫ଜଣଙ୍କୁ ଗିରଫ କରାଯିବା ସହ ଦେଶୀ ବନ୍ଧୁକ, ୭୫ହଜାର ଟଙ୍କା, ୩ଟି ବାଇକ ଓ ୬ଟି ମୋବାଇଲ ଫୋନ ଜବତ କରାଯାଇଛି ।

Get real time updates directly on you device, subscribe now.