fbpx

ରେଳ ମନ୍ତ୍ରାଳୟରେ ୫-T ଲାଗୁ ପ୍ରସ୍ତାବ ଉଠାଇଲେ ଅମର

ନୂଆଦିଲ୍ଲୀ,୧୭ ।୩: ରାଜ୍ୟସଭାରେ ରେଳ ମନ୍ତ୍ରଣାଳୟର ପଦକ୍ଷେପ ନେଇ ଆଲୋଚନା ଚାଲିଛି । ରେଳ ମନ୍ତ୍ରଣାଳୟରେ ଓଡିଶା ସରକାରଙ୍କ ୫T କାର୍ଯ୍ୟକ୍ରମ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି । ଜାରି ରହିଥିବା ପ୍ରକଳ୍ପରେ ୫-T କାର୍ଯ୍ୟକ୍ରମ ଲାଗୁ ପାଇଁ ପ୍ରସ୍ତାବ ଦିଆଯାଇଛି । ଏନେଇ ଆଜି ରାଜ୍ୟସଭାରେ ପ୍ରସ୍ତାବ ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।


ତେବେ ରେଳ ମନ୍ତ୍ରଣାଳୟରେ ୫T ଲାଗୁ ହେଲେ ପ୍ରକଳ୍ପ କାମ ତ୍ୱରାନ୍ୱିତ ହେବା ସହ ସୁଯୋଗ ସୃଷ୍ଟି ହେବ ବୋଲି ଅମର କହିଛନ୍ତି ।

Get real time updates directly on you device, subscribe now.