fbpx
BSKY SKY
BSKY SKY

ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମିତ ଶିଶୁଙ୍କୁ ୫ହଜାର

BSKY

ଭୁବନେଶ୍ୱର, ୫ା୬(ଓଡ଼ିଶା ଭାସ୍କର): ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମିତ ଶିଶୁଙ୍କ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଉପହାର ଘୋଷଣା କରାଯାଇଛି । ତେଣୁ ନବଜାତ ଶିଶୁଙ୍କୁ ଉପହାର କୁପନ ଓ ଅର୍ଥରାଶି ଦିଆଯିବ । ଓଡ଼ିଶାରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଏଯାଏ ୩ଜଣ ଶିଶୁ ଜନ୍ମ ନେଇଛନ୍ତି । ଟ୍ରେନରେ ଜନ୍ମିତ ୩ଶିଶୁଙ୍କ ପାଇଁ ୫ହଜାର ଲେଖାଏଁ ପଠାଇଛନ୍ତି ଜିଏମ ।୩ଜଣ ଯାକ ଶିଶୁଙ୍କ ମଧ୍ୟରେ ୨ଜଣ ଟିଟଲାଗଡ଼ର ଓ ଜଣେ ବଲାଙ୍ଗିର ଜିଲ୍ଲାର ହୋଇଥିବା ସୂଚନା ରହିଛି ।

Get real time updates directly on you device, subscribe now.