fbpx

କୋଭିଡ଼-୧୯ ପରିଚାଳନା ଦାୟିତ୍ୱରେ ଥିବା ୯ଆଇଏଏସଙ୍କୁ ଅବ୍ୟାହତି

ଭୁବନେଶ୍ୱର, ୫ା୬(ଓଡ଼ିଶା ଭାସ୍କର): କୋଭିଡ଼ -୧୯ ପରିଚାଳନା ଦାୟିତ୍ୱରେ ଥିବା ନଅ ଜଣ ଆଇଏଏସଙ୍କୁ ଅବ୍ୟାହତି କରାଯାଇଛି । ସେମାନେ ନିଜ ପୂର୍ବ ପଦବୀରେ କାର୍ଯ୍ୟ ଜାରି ରଖିବେ । ସୁରେନ୍ଦ୍ର କୁମାର, ବିଶାଲ ଦେବ, କ୍ରିଷନ କୁମାର, ଅରବିନ୍ଦ ଅଗ୍ରୱାଲ, ସଚିନ ରାମଚନ୍ଦ୍ର ଯାଦବ, ଭୂପେନ୍ଦ୍ର ସିଂ ପୁନିଆ, ରଶ୍ମିତା ପଣ୍ଡା, ଅନୁ ଗର୍ଗ ଓ ଭିନିଲ କ୍ରିଷ୍ଣା କୋଭିଡ଼ ଦାୟିତ୍ୱରୁ ଅବ୍ୟାହତି କରାଯାଇଛି । ମାର୍ଚ୍ଚ ୨୫ରେ ୯ଜଣ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଥିଲା । ଦାୟିତ୍ୱ ଭଲ ଭାବେ ସମ୍ଭାଳିବାରୁ ଧନ୍ୟବାଦ ଦେିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ।

Get real time updates directly on you device, subscribe now.