fbpx

ମହାମହିମ ରାଷ୍ଟ୍ରପତିଙ୍କ ଗାଁ  ପାହାଡପୁର ଗ୍ରାମରୁ ଶୁଭାରମ୍ଭ ହେବ 5G

Advertisement

ମୟୂରଭଞ୍ଜ: ଆଜି ପାଖରୁ ସାରା ଦେଶରେ ୫ଜି ସେବା ଆରମ୍ଭ ହେବ। ସେଥିପାଇଁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ମହାମହିମ ରାଷ୍ଟ୍ରପତିଙ୍କ ଗାଁ  ପାହାଡପୁର ଗ୍ରାମରୁ ଶୁଭାରମ୍ଭ ହେବ ସେଥି ପାଇଁ ଚଳଚଂଚଳ ହୋଇ ଉଠିଛି ପାହାଡପୁର ଗାଁ । ଦୀର୍ଘଦିନ ଧରି ୫ଜି ମୋବାଇଲ ସେବାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ସମସ୍ତେ ଅପେକ୍ଷା କରି ଥିଲେ କିନ୍ତୁ ସେ ଅପେକ୍ଷାର ଅନ୍ତ ଘଟିଛି ଆଜି ପାଖରୁ ସାରା ଦେଶରେ ୫ଜି ମୋବାଇଲ ସେବାକୁ ଉପଭୋଗ କରିବେ ଉପଭକ୍ତା।

Get real time updates directly on you device, subscribe now.