fbpx

Central Bank of Indiaରେ ବାହାରିଲା ଅନେକ ପଦବୀ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ (ସିବିଆଇ)ରେ ବାହାରିଛି ଅନେକ ପଦବୀ । ପ୍ରାର୍ଥୀମାନେ ଇକୋନୋମିଷ୍ଟ, ଆଇଟି, ଡାଟା ସାଇଣ୍ଟିଷ୍ଟ ଓ ଅନ୍ୟ ପଦବୀମାନଙ୍କରେ ନିଯୁକ୍ତି ପାଇବେ । ଏଥିରେ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ ।

ଏହି ପଦବୀ ପାଇଁ ଆପଣଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ଏସ / ଏସଟି ପ୍ରାର୍ଥୀମାନେ ୧୭୫ ଟଙ୍କା ସହିତ ଜିଏସଟି ଆବେଦନ ଫିସ୍ ଦେବାକୁ ପଡ଼ିବ । ସେହିପରି ଅନ୍ୟ ବର୍ଗର ପ୍ରାର୍ଥୀମାନେ ୮୫୦ ଟଙ୍କା ସହିତ ଜିଏସଟି ଦାଖଲ କରିବେ । ସମସ୍ତ ପଦବୀଗୁଡ଼ିକ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଅଲଗା ଅଲଗା ରହିଛି ।

ଅନଲାଇନ ଆପ୍ଲାଏ ଲିଙ୍କ: https://ibpsonline.ibps.in/cbiosep22/

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/09/Notification-Central-Bank-of-India-Officers-Posts.pdf

Get real time updates directly on you device, subscribe now.