-
World 99,846,375
WorldConfirmed: 99,846,375Active: 25,857,415Recovered: 71,848,410Death: 2,140,550 -
USA 25,702,125
USAConfirmed: 25,702,125Active: 9,862,996Recovered: 15,409,639Death: 429,490 -
India 10,668,674
IndiaConfirmed: 10,668,674Active: 185,082Recovered: 10,330,084Death: 153,508 -
Brazil 8,844,600
BrazilConfirmed: 8,844,600Active: 973,749Recovered: 7,653,770Death: 217,081 -
Russia 3,738,690
RussiaConfirmed: 3,738,690Active: 518,009Recovered: 3,150,763Death: 69,918 -
UK 3,647,463
UKConfirmed: 3,647,463Active: 1,918,124Recovered: 1,631,400Death: 97,939 -
Italy 2,466,813
ItalyConfirmed: 2,466,813Active: 499,278Recovered: 1,882,074Death: 85,461 -
Turkey 2,429,605
TurkeyConfirmed: 2,429,605Active: 96,811Recovered: 2,307,721Death: 25,073 -
Germany 2,147,740
GermanyConfirmed: 2,147,740Active: 271,463Recovered: 1,823,500Death: 52,777 -
Pakistan 534,041
PakistanConfirmed: 534,041Active: 33,820Recovered: 488,903Death: 11,318 -
China 89,115
ChinaConfirmed: 89,115Active: 1,849Recovered: 82,631Death: 4,635
ସୁନ୍ଦରଗଡ଼, ୨୨/୫(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତିି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ। ସମସ୍ତ ଆକ୍ରାନ୍ତ ମହରାଷ୍ଟ୍ରରୁ ଫେରିଥିବା ବେଳେ କ୍ଵରେଣ୍ଟିନ ରେ ଥିଲେ। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ରାଉରକେଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରାନ୍ତ ଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ୩ଜଣ ମହିଳା ଅଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୧୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩୬ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟ ଘଟିଛି । ଏବେ ରାଜ୍ୟରେ ୭୫୨ ଆକ୍ଟିଭ କେସ୍ ରହିଛି ।
Comments are closed.