fbpx

ପୁରୀ ଗସ୍ତରେ ୫ଟି ସଚିବ

ଭୁବନେଶ୍ୱର, ୯/୫(ଓଡିଶା ଭାସ୍କର): କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି। ଏହା ସହ ରାଜ୍ୟର ସବୁ ଜିଲ୍ଲା ରେ କୋଭିଡ ହସ୍ପିଟାଲ ନିର୍ମାଣ କରିବାକୁ ନିର୍ଦେଶ ଦେଇଛନ୍ତି। ଜିଲ୍ଲା ରେ କୋଭିଡ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଠିକ ସେ ହେଉଛି କି ନାହିଁ ତାହା ତଦାରଖ କରୁଛନ୍ତି ୫ଟି ସଚିବ ଭି କେ ପଣ୍ଡିଆନ। ଆଜି ସେ ପୁରୀ ଗସ୍ତରେ ଯାଇଥିଲେ। ସେ ସେଠାରେ ପହଂଚି କୋଭିଡ ହସ୍ପିଟାଲ ବୁଲି ଦେଖିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ୫ଟି ସଚିବ ଙ୍କ ସହ  ଉପସ୍ଥିତ ଥିଲେ  ଉନୟନ କମିସନର।

Get real time updates directly on you device, subscribe now.