fbpx

୫ଟି ପ୍ରଭାବରେ ରାଜ୍ୟରେ ସପ୍ତାହକରେ ୩୧୬୬ କର୍ମଚାରୀଙ୍କ ପଦୋନ୍ନତି

ଭୁବନେଶ୍ୱର, ୬ା୧(ଓଡ଼ିଶା ଭାସ୍କର): ୫ଟି ପ୍ରଭାବରେ ରାଜ୍ୟରେ ସପ୍ତାହକରେ ୩ହଜାର ୧୬୬ କର୍ମଚାରୀଙ୍କ ପଦୋନ୍ନତି ହୋଇଛି । ୩୯ବିଭାଗ ଓ ୩୦ଜିଲ୍ଲାରେ ୩୧୬୬ଜଣ ପଦୋନ୍ନତି ପାଇଛନ୍ତି । ଏତେ ସଂଖ୍ୟକ ପଦୋନ୍ନତିରେ ଏହା ସର୍ବକାଳୀନ ରେକର୍ଡ଼ ହୋଇଛି । ଏହାକୁ ମିଶାଇ ୨୦୧୯ରେ ପଦୋନ୍ନତି ପାଇଛନ୍ତି ମୋଟ ୧୨,୯୩୨ଜଣ । କୃଷି ବିଭାଗରେ ୧୩୦୭ ଓ ସ୍ୱାସ୍ଥ୍ୟ ବିଭାଗରେ ୧୨୫୧ ଜଣଙ୍କୁ ପଦୋନ୍ନତି ମିଳିଛି । ୫ଟି ଆଧାରରେ ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.