fbpx

କୋଣାର୍କରେ ୫ଟି ସଚିବ ପାଣ୍ଡିଆନ

ପୁରୀ, ୯ା୧(ଓଡ଼ିଶା ଭାସ୍କର): ଆଜି କୋଣାର୍କରେ ପହଞ୍ଚିଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ । ସେଠାରେ ସେ ପହଞ୍ଚି କୋଣାର୍କ, ସୂର୍ଯ୍ୟ ମନ୍ଦିର ଚତୁଃପାଶ୍ୱର୍ ବୁଲି ଦେଖିବା ସହ ସେଠାକାର ବିକାଶ ନେଇ ସମୀକ୍ଷା କରିଛନ୍ତି । ପୁରୀ ଜିଲ୍ଲା ପ୍ରଶାସନର କିଛି ଅଧିକାରୀଙ୍କ ସହ ଗସ୍ତ କରିଥିବା ଟିମ୍ ଆଲୋଚନା କରିଛନ୍ତି । ପୁରୀ ଓ ଲିଙ୍ଗରାଜ ଚତୁଃପାଶ୍ୱର୍ ଭଳି କୋଣାର୍କରେ ମଧ୍ୟ ବିକାଶ ହୋଇପାରେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.