fbpx

ରାଜ୍ୟରେ ଆଉ ୩ କରୋନା ରୋଗୀ ଚିହ୍ନଟ,ଆକ୍ରନ୍ତଙ୍କ ସଂଖ୍ୟା ୧୦୩ ଛୁଇଁଲା

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର):ରାଜ୍ୟରେ ଆଜି ଆଉ ୩ ଜଣ କରୋନା ପଜେଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ କାଲି ୧୦୦ ଛୁଇଁଥିବା କରୋନା ପଜେଟିଭଙ୍କ ସଂଖ୍ୟା ଏବେ ୧୦୩ ଛୁଇଁଛି । କିନ୍ତୁ ଚିନ୍ତାର କଥା ହେଉଛି କି ଚିହ୍ନଟ ହୋଇଥିବା ଏହି ୩ ଜଣ ସୁନ୍ଦରଗଡ ଜିଲ୍ଲାର । ଗତ କାଲି ସୁନ୍ଦରଗଡର ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଏହି ସୂଚନା ଦିଆଯାଇଛି।

Get real time updates directly on you device, subscribe now.