ରାଜ୍ୟରେ ଆଉ ୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ

0
COVID-19 Updates
  • World 114,379,920
    World
    Confirmed: 114,379,920
    Active: 21,906,048
    Recovered: 89,936,286
    Death: 2,537,586
  • USA 29,202,824
    USA
    Confirmed: 29,202,824
    Active: 9,045,632
    Recovered: 19,632,523
    Death: 524,669
  • India 11,096,731
    India
    Confirmed: 11,096,731
    Active: 164,475
    Recovered: 10,775,169
    Death: 157,087
  • Brazil 10,517,232
    Brazil
    Confirmed: 10,517,232
    Active: 876,529
    Recovered: 9,386,440
    Death: 254,263
  • Russia 4,234,720
    Russia
    Confirmed: 4,234,720
    Active: 349,571
    Recovered: 3,799,406
    Death: 85,743
  • UK 4,170,519
    UK
    Confirmed: 4,170,519
    Active: 1,201,606
    Recovered: 2,846,208
    Death: 122,705
  • Italy 2,907,825
    Italy
    Confirmed: 2,907,825
    Active: 411,966
    Recovered: 2,398,352
    Death: 97,507
  • Turkey 2,693,164
    Turkey
    Confirmed: 2,693,164
    Active: 98,938
    Recovered: 2,565,723
    Death: 28,503
  • Germany 2,444,177
    Germany
    Confirmed: 2,444,177
    Active: 130,388
    Recovered: 2,243,200
    Death: 70,589
  • Pakistan 579,973
    Pakistan
    Confirmed: 579,973
    Active: 21,836
    Recovered: 545,277
    Death: 12,860
  • China 89,893
    China
    Confirmed: 89,893
    Active: 218
    Recovered: 85,039
    Death: 4,636

ଭୁବନେଶ୍ୱର, ୨୩ ।୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୬୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୭ ଓ ସ୍ଥାନୀୟ ଅଞ୍ଚଳରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୭୬୭ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୪ ହଜାର ୧୬୬ ରହିଥିବା ବେଳେ ୬୩୪ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.