fbpx
BJD SKY
BJD SKY

AIASLରେ ଖାଲି ଅଛି ୬୪୮ଟି ପଦବୀ, ଶୀଘ୍ର ଆପ୍ଲାଏ କରନ୍ତୁ

BJD

ଚାକିରି ଖୋଜୁଥିବା ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ ଲିମିଟେଡ (AIASL) ପକ୍ଷରୁ ୬୪୮ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ହାଣ୍ଡିମ୍ୟାନ, ଜୁନିୟର ଅଫିସର, କଷ୍ଟମର ସର୍ଭିସ ଏକଜିକ୍ୟୁଟିଭ ଓ ଅନ୍ୟାନ୍ୟ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଏସସି / ଏସଟି, ଏକ୍ସ-ସର୍ଭିସମେନଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି । ପେମେଣ୍ଟ ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ଗ୍ରହଣ କରାଯିବ । ଆସନ୍ତା ୧୪ରୁ ୨୧ ତାରିଖ ମଧ୍ୟରେ ପ୍ରାର୍ଥୀଙ୍କର ଇଣ୍ଟରଭ୍ୟୁ ପ୍ରକ୍ରିୟା ଅନୁଷ୍ଠିତ ହେବ । ସମସ୍ତ ପଦବୀ ପାଇଁ ବୟସ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି । ପ୍ରାର୍ଥୀ ଯୁକ୍ତଦୁଇ, ଆଇଟିଆଇ, ଡିପ୍ଲୋମା / ଡିଗ୍ରୀ (ପ୍ରାସଙ୍ଗିକ ଟ୍ରେଡ), ଏମବିଏ ପାସ୍ କରିଥିବା ଆବଶ୍ୟକ ।

ନୋଟିଫିକେସନ ଲିଙ୍କ-୧: https://img.freejobalert.com/uploads/2023/02/Notification-AIASL-Various-Vacancy-Mumbai-Posts.pdf

ନୋଟିଫିକେସନ ଲିଙ୍କ-୨: https://img.freejobalert.com/uploads/2023/02/Notification-AIASL-Various-Vacancy-BDQ-JGA-RAJ-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.aiasl.in/

Get real time updates directly on you device, subscribe now.