fbpx

କ୍ବାରେଣ୍ଟାଇନ କେନ୍ଦ୍ରରେ ୬ ବର୍ଷର ଶିଶୁ ମୃତ

Advertisement

ନୂଆପଡ଼ା, ୬/୬ (ଓଡିଶା ଭାସ୍କର): ନୂଆପଡ଼ା ଖଡ଼ିଆଳ ବ୍ଲକ ଚଲାନପଡ଼ା କ୍ବାରେଣ୍ଟାଇନ କେନ୍ଦ୍ରରେ ଏକ ଅଭାବନିୟ ଘଟଣା ଘାଟିଯାଇଛି। ସେଠାରେ ୬ ବର୍ଷର ଶିଶୁର ମୃତ୍ୟୁ ଘଟିଛି। କିନ୍ତୁ ମୃତ୍ୟୁ ପଛର କାରଣ  ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଉଲ୍ଲେଖଯୋଗ୍ୟ ଯେ ଗତ କାଲି ତେଲଙ୍ଗାନାରୁ ଆସି ପରିବାର ସହ କ୍ବାରେଣ୍ଟାଇନ କେନ୍ଦ୍ରରେ ଥିଲେ ।

Get real time updates directly on you device, subscribe now.