fbpx

ଏସୀୟ ପାରା କ୍ରୀଡ଼ାରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ୭ ଓଡ଼ିଆ

ଓଡ଼ିଶା ଭାସ୍କର: ଏସୀୟ ପାରା କ୍ରୀଡ଼ାରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ୭ ଓଡ଼ିଆ । ଏସୀୟ ପାରା କ୍ରୀଡ଼ାରେ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ପୂଜାସ୍ୱିନୀ ନାୟକ, ଭି.ରମେଶ ରାଓ, ରାଖାଲ କୁମାର ସେଠୀ, ପ୍ରଫୁଲ୍ଲ ଖଣ୍ଡାୟତରାୟ ଓ ସୌନ୍ଦର୍ଯ୍ୟ ପ୍ରଧାନ ପ୍ରତିନିଧିତ୍ୱ କରିବେ ।

Get real time updates directly on you device, subscribe now.