fbpx

ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା: ବିଜେପି ବିଧାୟକଙ୍କ ପୁଅ ସମେତ ୭ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ସେଲସୁରା ଠାରେ ଏକ ଭୟଙ୍କର ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏଥିରେ ୭ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ଜଣେ ବିଜେପି ବିଧାୟକଙ୍କ ପୁଅ ମଧ୍ୟ ରହିଛନ୍ତି । ଏହି ଘଟଣା ସୋମବାର ଦିନ ବିଳମ୍ବିତ ରାତିରେ ଘଟିଛି । ଏହି ସଡ଼କ ଦୁର୍ଘଟଣାରେ ବିଜେପି ବିଧାୟକ ବିଜୟ ରାହାଙ୍ଗଦଳେଙ୍କ ପୁଅ ଅଭିଶକର୍ ରାହାଙ୍ଗଦଳେଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ୍ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛି ।

Get real time updates directly on you device, subscribe now.