-
World 114,379,919
WorldConfirmed: 114,379,919Active: 21,911,249Recovered: 89,931,084Death: 2,537,586 -
USA 29,202,824
USAConfirmed: 29,202,824Active: 9,045,632Recovered: 19,632,523Death: 524,669 -
India 11,096,731
IndiaConfirmed: 11,096,731Active: 164,475Recovered: 10,775,169Death: 157,087 -
Brazil 10,517,232
BrazilConfirmed: 10,517,232Active: 876,529Recovered: 9,386,440Death: 254,263 -
Russia 4,234,720
RussiaConfirmed: 4,234,720Active: 349,571Recovered: 3,799,406Death: 85,743 -
UK 4,170,519
UKConfirmed: 4,170,519Active: 1,201,606Recovered: 2,846,208Death: 122,705 -
Italy 2,907,825
ItalyConfirmed: 2,907,825Active: 411,966Recovered: 2,398,352Death: 97,507 -
Turkey 2,693,164
TurkeyConfirmed: 2,693,164Active: 98,938Recovered: 2,565,723Death: 28,503 -
Germany 2,444,177
GermanyConfirmed: 2,444,177Active: 130,388Recovered: 2,243,200Death: 70,589 -
Pakistan 579,973
PakistanConfirmed: 579,973Active: 21,836Recovered: 545,277Death: 12,860 -
China 89,893
ChinaConfirmed: 89,893Active: 218Recovered: 85,039Death: 4,636
ପୁରୀ, ୨୩ା୨(ଓଡିଶା ଭାସ୍କର): ପିପିଲି ଓ ଡେଲାଙ୍ଗବାସୀଙ୍କ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଲୋଚନା ପରେ୨ଟି ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨ଟି ବ୍ଳକ ପାଇଁ ମୁଖ୍ୟମନ୍ତ୍ରୀ ୭୦ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ପିପିଲି ଓ ଡେଲାଙ୍ଗ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ପିପିଲି ଓ ଡେଲାଙ୍ଗାର ବିକାଶକୁ ଏହା ଆଗକୁ ନେବ । ମହିଳା ଓ ଗାଁର ବିକାଶ ଉପରେ ଫୋକସ କରିଆସିଛି । ଗରିବଙ୍କ ମୁହଁରେ ହସ ଫୁଟାଇବା ମୋତେ ଅଧିକ ସନ୍ତୋଷ ଦେଇଥାଏ । କରୋନା ବେଳେ ମିଶନ ଶକ୍ତି ମା’ମାନେ ଭଲ କାମ କରିଛନ୍ତି । କରୋନାକୁ ନଡରି ଚାଷୀ ଭାଇମାନେ କାମ କରିଛନ୍ତି ।’ କରୋନା ସମୟରେ କୋଭିଡ ଗାଇଡଲାଇନ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଉଦଘାଟନ ସମୟରେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।