fbpx

ଚିହ୍ନଟ ୭ କରୋନା ରୋଗୀ ଭଦ୍ରକ ଓ ବାଲେଶ୍ୱର ର

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): ରାଜ୍ୟରେ ଆହୁରି ୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ କରେନା ରୋଗୀଙ୍କ ସଂଖ୍ୟା ୬୮ରେ ପଂହଚିଛି । ଚିହ୍ନଟ ୭ ପଜିଟିଭଙ୍କ ମଧ୍ୟରେ ୫ ଜଣ ଭଦ୍ରକ ଜିଲ୍ଲାର ସୂଚନା । ବାସୁଦେବପୁର ବ୍ଲକର ୩, ଭଣ୍ଡାରୀପୋଖରୀ ବ୍ଲକର ୨ ଜଣ । ସମସ୍ତଙ୍କୁ ଅଶ୍ବିନୀ କୋଭିଡ୍ ୧୯ ହସ୍ପିଟାଲ ଅଣାଯାଉଛି ।ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯିବ । ଗତ ୨୮ରେ ରାଜ୍ୟ ବାହାରୁ ଏକ ଗାଡ଼ି ଯୋଗେ ଆସିଥିବା ସୂଚନା । ସେହିପରି ୨ ଜଣ ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.