fbpx
BJD
BJD SKY
BJD SKY

ଯବାନଙ୍କ ଗୁଳିରେ ୮ ମାଓବାଦୀ ନିପାତ, ଦୀର୍ଘ ୧୧ ଘଣ୍ଟା ଧରି ଚାଲିଥିଲା ଏନକାଉଣ୍ଟର

ଭୁବନେଶ୍ୱର: ଯବାନଙ୍କ ଗୁଳିରେ ୮ ଜଣ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ଛତିଶଗଡ ବିଜାପୁରରେ ଏହି ବଡ ଧରଣର ଏନକାଉଣ୍ଟରରେ ଯବାନଙ୍କୁ ଏହି ସଫଳତା ମିଳିଛି । ଗାଙ୍ଗାଲୁର ଥାନା ପିଡିଆ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୮ ଜଣ ମାଓବାଦୀ ନିପାତ ହୋଇଛନ୍ତି । ଦୀର୍ଘ ୧୧ ଘଣ୍ଟା ଧରି ଏନକାଉଣ୍ଟର ଚାଲିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.