fbpx
BJD SKY
BJD SKY

୯୦ ବର୍ଷୀୟ ମାର୍ଗାରେଟଙ୍କୁ ପ୍ରଥମ ଫାଇଜର ଟିକା

BJD

ଲଣ୍ଡନ, ୮ା୧୨: ବ୍ରିଟେନରେ କୋଭିଡ-୨୯ ବିରୋଧରେ ଟିକାକରଣ ଆରମ୍ଭ ହୋଇଯାଇଛି । ଜଣେ ୯୦ ବର୍ଷୀୟ ବୃଦ୍ଧାଙ୍କୁ ବିଶ୍ୱର ପ୍ରଥମ ଫାଇଜର ଟିକା ଦିଆଯାଇଛି । ତେବେ ତାଙ୍କର ନାମ ହେଉଛି ମାର୍ଗାରେଟ କିନାନ । ପ୍ରଥମ ଦେଶ ଭାବେ ଇଂଲଣ୍ଡ କରୋନା ଟିକା ବ୍ୟବହାର କରିଛି । ତେବେ ପ୍ରଥମ ବ୍ୟକ୍ତି ଭାବେ ଟିକା ଗ୍ରହଣ କରିଥିବାରୁ ମାର୍ଗାରେଟ ବେଶ ଖୁସି ଅନୁଭବ କରୁଥିବା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.