fbpx

୪ ତାରିଖକୁ ଘୁଞ୍ଚିଲା ତପସ୍ୱିନୀ ମାମଲାର ଶୁଣାଣି: ଦେଖନ୍ତୁ କଣ କହିଲେ ଓକିଲ(ଭିଡିଓ)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁ ମାମଲାର ଶୁଣାଣି ପୁଣି ଥରେ ଘୁଞ୍ଚିଛି । ଆସନ୍ତା ୪ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି ରାୟ ଦେଇଛନ୍ତି ମାନ୍ୟବର କୋର୍ଟ । ମାନ୍ୟବର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆସନ୍ତା ୪ ତାରିଖରେ ମାମଲାର ଶୁଣାଣି ହେବ ବୋଲି କହିଛନ୍ତି ତପସ୍ୱିନୀ ଦାସଙ୍କ ଓକିଲ ।

ଉଭୟ ପକ୍ଷଙ୍କ ଜବାବ ସୁଆଲ ଶୁଣିବା ପରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଉଭୟ ସୁମିତ ଓ ତପସ୍ୱିନୀ ଅତ୍ୟନ୍ତ ଶାନ୍ତିରେ କାଳାତିପାତ କରୁଥିବା ନେଇ ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଆରମ୍ଭରୁ ସିଙ୍ଗଲ ବେଡରୁମ ଘର ପାଇଁ ତପସ୍ୱିନୀ ରାଜି ଥିବା ବେଳେ ଡାକ୍ତର ବାବୁ କିନ୍ତୁ ଡବଲ ବେଡରୁମ ଘର ନାଁରେ ଠକୁଛନ୍ତି ବୋଲି କହିଛନ୍ତି ଓକିଲ । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.