fbpx

ଆଜି ହିଁ ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ: ଦୂରେଇ ଯିବ କୋଲେଷ୍ଟ୍ରଲ ସମସ୍ୟା

ଆଜିକାଲି ଅନେକ ଲୋକଙ୍କ କ୍ଷେତ୍ରରେ ଶରୀରରେ ଅତ୍ୟଧିକ କୋଲେଷ୍ଟ୍ରଲ ବଢୁଥିବା ସମସ୍ୟା ଦେଖିବାକୁ ମିଳୁଛି । ଶରୀରରେ କୋଲେଷ୍ଟ୍ରଲ ଅଧିକା ବଢିବା ଦ୍ବାରା , ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତେବେ ଏଥିରୁ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ । ଏହା ସହିତ ନିଜ ଖାଦ୍ୟ-ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବା ମଧ୍ୟ ଜରୁରୀ ।

ତେବେ ଆସନ୍ତୁ ଜାଣିବା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ କେଉଁ ସବୁ ଫୁଡ୍ ନିଜ ଡାଏଟରେ ସାମିଲ କରିବା ଆବଶ୍ୟକ ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଫାଇବର ଯୁକ୍ତ ଖାଦ୍ୟ ସେବନ କରିବା ଦ୍ବାରା, ଏହା କୋଲେଷ୍ଟ୍ରଲ ଲେବୁଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଫ

-ବ୍ଲାକବେରୀ,ବ୍ଲୁବେରୀ, ଷ୍ଟ୍ରବେରୀ ,ଚେରୀ ଆଦି ନିଜ ଡାଏଟରେ ସାମିଲ କରିବା ଦ୍ବାରା, ଏହା କୋଲକ୍ଷଷ୍ଟ୍ରଲ ଲେବୁଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଫ

-ବାଇଗଣରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମର ଭରପୁର ମାତ୍ରାରେ ମିଳିଥାଏ । ତେଣୁ ଏହା ସେବନ କରିବା ଦ୍ବାରା , ଏହା କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

-ଗ୍ରୀନ୍ ମଟର, ବିନ୍ସ, ଡାଲି ଆଦି ପ୍ରତିଦିନ ନିଜ ଡାଏଟରେ ସାମିଲ କରିବା ବେଶ ଉପକାରୀ । ଏହା କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

-କୋଲେଷ୍ଟ୍ରଲ ଲେବୁଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଛୋଲେ ।

-ଶରୀରରୁ ଖରାପ୍ କୋଲେଷ୍ଟ୍ରଲକୁ କମ୍ କରିବାରେ ସାହାଯ୍ୟ କରେ ଆଲମଣ୍ଡ । ତେଣୁ ପ୍ରତିଦିନ ନିଜ ଡାଏଟରେ ଆଲମଣ୍ଡ ସାମିଲ କରିବା ଭଲ ।

Get real time updates directly on you device, subscribe now.