fbpx

ପାଦର ଏପରି ଲକ୍ଷଣ ହେଉଛି ହାଇ ବ୍ଲଡ ସୁଗାରର ସଙ୍କେତ, ଜାଣନ୍ତୁ କ’ଣ

ଡାଇବେଟିସ୍ ସମସ୍ୟାରୁ ବଢ଼ିଥିବା ବ୍ଲଡ୍ ସୁଗାର ସ୍ତର କ୍ଷତିକାରକ ହୋଇପାରେ । ଲାଗାତାର ବ୍ଲଡ ସୁଗାର ସ୍ତର ହାଇ ରହିବା କାରଣରୁ ହାର୍ଟ ଷ୍ଟ୍ରୋକ୍, ଦୃଷ୍ଟି ଶକ୍ତି କମିବା, ପାଦରେ ଘା, ଚର୍ମ ଓ ପରିସ୍ରା ସଂକ୍ରମଣ ଆଦି ସମସ୍ୟା ସୃଷ୍ଟି ହୋଇପାରେ । ଯଦି ଆପଣଙ୍କ ବ୍ଲଡ ସୁଗାର ସ୍ତର ବଢ଼ିଯାଏ, ତେବେ ପାଦରେ ଏହାର ଲକ୍ଷଣ ଆପଣ ଦେଖିପାରିବେ । ତେବେ ଆସନ୍ତୁ ଜାଣିବ କି, କେଉଁ ଲକ୍ଷଣକୁ ଅଣଦେଖା କରିବା ଉଚିତ୍ ନୁହେଁ…

– ଶରୀରରେ ବ୍ଲଡ ସୁଗାର ସ୍ତର ବଢ଼ିଗଲେ ଆଘାତ ବା କ୍ଷତ ଭଲ ହେବା ପାଇଁ ସମୟ ଲାଗିପାରେ । ଯେତେବେଳେ ରକ୍ତରେ ସୁଗାର ସ୍ତର ଅଧିକ ଥାଏ, ଶରୀରରେ ବ୍ୟାକ୍ଟେରିଆ ବ୍ୟାପିବା ଆରମ୍ଭ କରନ୍ତି । ଏଥିରେ ସଂକ୍ରମଣର ବିପଦ ବଢ଼ିଯାଏ ।

– ବ୍ଲଡ ସୁଗାର ସ୍ତର ବଢ଼ିଗଲେ ପାଦରେ କୁଣ୍ଡାଇ ହେବା ସମସ୍ୟା ଦେଖାଦେଇଥାଏ । ଏହାଦ୍ୱାରା ୱାଟର ରେଣ୍ଟେଂସନ ଓ କିଡନୀ ରୋଗ ହୋଇପାରେ । ଯଦି ପାଦ ଲଗାତାର କୁଣ୍ଡାଇ ହୁଏ, ତେବେ ଏହା ହାଇ ବ୍ଲଡ ସୁଗାର ସ୍ତରର ସଙ୍କେତ ହୋଇପାରେ ।

– ପାଦର ଅସ୍ଥିରତା ବ୍ଲଡ଼ ସୁଗାର ସ୍ତରର ସଙ୍କେତ । ଶରୀରରେ ବ୍ଲଡ଼ ସୁଗାର ସ୍ତର ଅଧିକ ହେବା କାରଣରୁ ବ୍ଲଡ ସର୍କୁଲେସନ ପ୍ରଭାବିତ ହୋଇଥାଏ । ଏଥିରେ ପାଦ ଅସ୍ଥିରତା ହୋଇଥାଏ । ଏଥିରେ ପାଦର କୌଣସି ସେଂସେଶନ ଅନୁଭବ ହୋଇନଥାଏ ।

Get real time updates directly on you device, subscribe now.