fbpx

ହୋଲି ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର, ୯ା୩(ଓଡ଼ିଶା ଭାସ୍କର): ପ୍ରତିବର୍ଷ ହୋଲି ପାଳନ କରାଯାଏ । ଚଳିତବର୍ଷ ମଧ୍ୟ ଆସନ୍ତାକାଲି ପବିତ୍ର ହୋଲି ପାଳନ ହେବ । ଏନେଇ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆସନ୍ତାକାଲି ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୧୬ପ୍ଲାଟୁନ ଫୋର୍ସ । ୨୮ଟି ସ୍ଥାନରେ ନାକାବନ୍ଦୀ ମଧ୍ୟ ହୋଇଛି । ୧୭ଟି ପିସିଆର ଭ୍ୟାନରେ ପାଟ୍ରୋଲିଂ ହେବ । ଏହାସହ ଡିସିପି ଅନୁପ କୁମାର ସାହୁ ଶାନ୍ତିପୂର୍ଣ୍ଣ ଭାବେ ରଙ୍ଗ ଖେଳିବାକୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.