ବିଜେଡି-ବିଜେପି ଲଢ଼େଇରେ କଂଗ୍ରେସର ନାହିଁ ସତ୍ତା: ଦିନ ୩ ଟା ସୁଦ୍ଧା କିଏ ଆଗୁଆ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟନ ନିର୍ବାଚନ ଭୋଟ ଗଣତି ଜାରି ରହିଛିିି । ୩ ଦିନ ଧରି ଚାଲିବ ଭୋଟ ଗଣତି । ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନ ପାଇଁ ଗଣତି ଚାଲିଛଇ । ୩୧୪ ବ୍ଲକର ଗୋଟିଏ ଲେଖାଏଁ ଜୋନ ପାଇଁ ଗଣତି ହେଉଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ୨ଟି ଜୋନର ଗଣତି ଚାଲିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜେଡ଼ି ୨୭୦ରେ ଆଗୁଆ ଥିବା ବେଳେ ବିଜେପି ୨୪, କଂଗ୍ରେସ ୧୫ ଓ ଅନ୍ୟାନ୍ୟ ପ୍ରାର୍ଥୀ ୬ରେ ଆଗୁଆ ରହିଛନ୍ତି ।

ତେବେ ଆସନ୍ତୁ ଜାଣିବା ଜିଲ୍ଲା ପରିଷଦ ପ୍ରାର୍ଥୀ ହିସାବରେ କିଏ ଆଗୁଆ ରହିଛି…

କଟକ:-

ମାହାଙ୍ଗା ଜୋନ ୩୯ରେ ବିଜେଡିର ଏମ.ଆର୍ ହୁଦା ଆଗୁଆ ରହିଛିନ୍ତି ।

ବାରଙ୍ଗ ଜୋନ ୩୨ରେ ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀ ଆଗୁଆ ଅଛନ୍ତି  ।

ଟାଙ୍ଗି-ଚୌଦ୍ୱାର ଜୋନ ୧୦ରେ ବିଜେଡିର ବିଶ୍ୱଜିତ ପ୍ରଧାନ ଆଗୁଆ ଅଛନ୍ତି  ।

ଆଠଗଡ଼ ଜୋନ ୧ରେ ବିଜେଡିର ଶାନ୍ତିଲତା ବେହେରା ଆଗୁଆ ଅଛନ୍ତି  ।

ବାଙ୍କୀ ଜୋନ ୩୪ରେ ବିଜେଡିର ରଶ୍ମିତା ସାହୁ ଆଗୁଆ ଅଛନ୍ତି  ।

ନରସିଂହପୁର ଜୋନ ୧୬ରେ ବିଜେଡିର ରାଜଲକ୍ଷ୍ମୀ ବିଶ୍ୱାଳ ଆଗୁଆ ।

ବଡମ୍ବା ଜୋନ ୨୯ରେ ବିଜେଡିର ଜୟଶ୍ରୀ ବରାଳ ଆଗୁଆ ।

ତିଗିରିଆ ଜୋନ ୧୪ରେ ବିଜେଡିର ସଞ୍ଜୟ ମଲ୍ଲିକ ଆଗୁଆ ।

କଟକ ସଦର ଜୋନ ୪ରେ ସ୍ୱାଧୀନ ପ୍ରାର୍ଥୀ କବିତା ଦାଶ ଆଗୁଆ ।

କଣ୍ଟାପଡ଼ା ଜୋନ ୮ରେ ବିଜେଡିର ପୀୟୂଷ ମିଶ୍ର ଆଗୁଆ ।

ନିଆଳି ଜୋନ ୨୦ରେ ବିଜେଡିର କବିତା ରାଉତ ଆଗୁଆ ।

ନିଶ୍ଚିତକୋଇଲି ଜୋନ ୨୪ରେ ବିଜେଡିର ବିପ୍ଲବ କାପ ଆଗୁଆ ।

ବାଙ୍କୀ-ତମପଡ଼ା ଜୋନ ୩୭ରେ ବିଜେଡିର ମିନତି ମହାପାତ୍ର ଆଗୁଆ ।

ସାଲେପୁର ଜୋନ ୪୩ରେ ବିଜେଡିର ସୁମିତା ମଲ୍ଲିକ ଆଗୁଆ ଅଛନ୍ତି ।

 

ଖୋର୍ଦ୍ଧା:-

ବେଗୁନିଆ ଜୋନ୍ ୨୨ରେ ବିଜେଡିର ପ୍ରକାଶ ସାହୁ ଆଗୁଆ ଅଛନ୍ତି  ।

ବାଲିଅନ୍ତା ଜୋନ ୧୬ରେ ବିଜେଡିର ମହେଶ୍ୱର ଦାସ ଆଗୁଆ ।

ବୋଲଗଡ଼ ଜୋନ ୨୫ରେ ବିଜେଡିର ସୁନନ୍ଦିତା ସାହୁ ଆଗୁଆ ଅଛନ୍ତି  ।

ଚିଲିକା ଜୋନ ୪ରେ ବିଜେପିର ସୁକାନ୍ତି ଦେଇ ଆଗୁଆ ଅଛନ୍ତି  ।

ଖୋର୍ଦ୍ଧା ଜୋନ ୧ରେ ବିଜେପିର ପ୍ରବୀଣା ଭଞ୍ଜଦେଓ ଆଗୁଆ ଅଛନ୍ତି  ।

ଜଟଣୀ ଜୋନ ୭ରେ ବିଜେଡିର ମୋହିନୀ ନାଏକ ଆଗୁଆ ଅଛନ୍ତି  ।

ବାଣପୁର ଜୋନ ୧୩ରେ ବିଜେଡିର ସସ୍ମିତା ପ୍ରଧାନ ଆଗୁଆ  ।

ଟାଙ୍ଗି ଜୋନ ୯ରେ ବିଜେଡିର ମିତାଞ୍ଜଳି ବଳିୟାରସିଂହ ଆଗୁଆ  ।

ଭୁବନେଶ୍ୱର ବ୍ଲକ ଜୋନ ୨୮ ବିଜେପିର ବିଶ୍ୱନାଥ ପିଙ୍ଗୁଆ ଆଗୁଆ ।

ବାଲିପାଟଣା ବ୍ଲକ ଜୋନ ୧୯ରେ ବିଜେଡିର ଗଙ୍ଗାଧର ମଲ୍ଲିକ ଆଗୁଆ ।

 

ଗଞ୍ଜାମ:-

ଆସିକା ଜୋନ୍ ୧ରେ ବିଜେଡିିର ତନ୍ମୟୀ ନାହାକ ଆଗୁଆ ରହିଛନ୍ତି  ।

ସୋରଡ଼ା ଜୋନ୍ ୧ରେ ବିଜେଡିର ସମରେନ୍ଦ୍ର ସାହୁ ଆଗୁଆ ରହିଛନ୍ତି  ।

ବୁଗୁଡ଼ା ଜୋନ ୪ରେ ବିଜେଡ଼ିର ସସ୍ମିତା ସ୍ୱାଇଁ ଆଗୁଆ ରହିଛନ୍ତି  ।

ବେଲଗୁଣ୍ଠା ଜୋନ ୪୭ରେ ବିଜେଡିର ପୂର୍ଣ୍ଣାବାସୀ ନାଏକ ଆଗୁଆ ରହିଛନ୍ତି  ।

କୁକୁଡ଼ାଖଣ୍ଡି ଜୋନ ୮ରେ ବିଜେଡିର ଶିବାନୀ ସେଠୀ ଆଗୁଆ ରହିଛନ୍ତି  ।

ପୁରୁଷୋତ୍ତମପୁର ଜୋନ ୩୫ରେ ବିଜେଡିର ପିଙ୍କି ନାହାକ ଆଗୁଆ ଅଛନ୍ତି  ।

ସାନଖେମୁଣ୍ଡି ଜୋନ ୫୯ରେ ବିଜେଡିର ବିଜୟ ପ୍ରଧାନ ଆଗୁଆ ଅଛନ୍ତି  ।

ପୋଲସରା ଜୋନ ୩୮ରେ ବିଜେପିର ଧର୍ମେନ୍ଦ୍ର ପାଢ଼ୀ ଆଗୁଆ ଅଛନ୍ତି  ।

ଜଗନ୍ନାଥପ୍ରସାଦ ଜୋନ ୨୨ରେ ବିଜେଡିର ଶିବ ସେଠୀ ଆଗୁଆ ଅଛନ୍ତି  ।

କବିସୂର୍ୟ୍ୟନଗର ଜୋନ ୫ରେ ବିଜେଡିର ବଳରାମ ପ୍ରଧାନ ଆଗୁଆ ଅଛନ୍ତି  ।

ହିଂଜିଳି ଜୋନ ୬୭ରେ ବିଜେଡିର ନନ୍ଦୀ ସୁଦେଷ୍ଣା ଆଗୁଆ ଅଛନ୍ତି  ।

ଖଲ୍ଲିକୋଟ ଜୋନ ୧୧ରେ ବିଜେଡିର ସୋନମ ପଲେଇ ଆଗୁଆ ଅଛନ୍ତି  ।

ଚିକିଟି ଜୋନ୍-୧୬ରେ ବିଜେଡିର କେ.ନୀଲାବେନି ଆଗୁଆ  ।

ଦିଗପହଣ୍ଡି ଜୋନ-୨୫ରେ ବିଜେଡିର ରାଧାକାନ୍ତ ମହାକୁଡ ଆଗୁଆ ରହିଛନ୍ତି  ।

ଗଞ୍ଜାମ ବ୍ଲକ୍ ଜୋନ୍-୧୪ରେ ବିଜେଡିର ସସ୍ମିତା ସ୍ୱାଇଁ ଆଗୁଆ  ।

ଛତ୍ରପୁର ଜୋନ-୧୪ରେ ବିଜେଡିର ରଶ୍ମିତା ନାହାକ ଆଗୁଆ  ।

ରଙ୍ଗେଇଲୁଣ୍ଡା ଜୋନ୍-୫୩ରେ ବିଜେପିର କାଜଲ ପାତ୍ର ଆଗୁଆ ରହିଛନ୍ତି  ।

ଧରାକୋଟ ଜୋନ୍-୨୯ରେ ବିଜେଡିର ପ୍ରତାପ ସ୍ୱାଇଁ ଆଗୁଆ  ।

ବେଗୁନିଆପଡ଼ା ଜୋନ୍-୪୪ରେ ବିଜେଡିର କଲ୍ୟାଣୀ ପାତ୍ର ଆଗୁଆ  ।

ପାତ୍ରପୁର ଜୋନ-୩୨ରେ ବିଜେଡିର ପିଙ୍କି ବଡମୁଣ୍ଡି ଆଗୁଆ  ।

ଶେରଗଡ଼ ଜୋନ-୫୬ରେ ବିଜେଡିର ଚିତ୍ତରଞ୍ଜନ ପାଣିଗ୍ରାହୀ ଆଗୁଆ  ।

ଭଂଜନଗର ଜୋନ-୫୦ରେ ବିଜେଡିର ଶୈଳବାଳା ବିଷୋୟୀ ଆଗୁଆ  ।

 

ଗଜପତି:-

କାଶୀନଗର ଜୋନ ୧ରେ ବିଜେପିର ଏ,ଶୈଳଜା ଆଗୁଆ ।

ଗୁମ୍ମା ଜୋନ ୩ରେ କଂଗ୍ରେସର ରେଣୁକା ପାତ୍ର ଆଗୁଆ ।

ନୂଆଗଡ଼ ଜୋନ ୫ରେ କଂଗ୍ରେସର ରାଜୀବ ଦୋରା ଆଗୁଆ ।

ମୋହନା ଜୋନ ୮ରେ ବିଜେଡିର କୁନ୍ତଳା ମଲ୍ଲିକ ଆଗୁଆ ।

ରାୟଗଡ଼ ଜୋନ ୧୩ରେ ବିଜେଡିର ଗୌତମୀ ଜାନି ଆଗୁଆ ।

ଆର. ଉଦୟଗିରି ଜେନା ୧୧ରେ କଂଗ୍ରେସର ରୁତୁ ପର୍ଣ୍ଣା ମିଶ୍ର ଆଗୁଆ ।

ପାରଳାଖେମୁଣ୍ଡି ଜୋନ ୬ରେ ବିଜେଡିର ଏସ.ବାଲାରାଜୁ ଆଗୁଆ ।

 

ଜଗତସିଂହପୁର:-

ଏରସାମ ଜୋନ ୧ରେ ବିଜେଡିର ପ୍ରଣମ ସ୍ୱାଇଁ ଆଗୁଆ ଅଛନ୍ତି  ।

ବାଲିକୁଦା ବ୍ଲକ ଜୋନ ୧ରେ ବିଜେଡିର ଡଲି ପଣ୍ଡା ଆଗୁଆ ଅଛନ୍ତି  ।

ନାଉଗାଁ ଜୋନ ୧୭ରେ ବିଜେଡିର ଅମିତା ସ୍ୱାଇଁ ଆଗୁଆ ଅଛନ୍ତି  ।

ଜଗତସିଂହପୁର ଜୋନ-୯ରେ ବିଜେଡିର ଚିତ୍ତରଞ୍ଜନ ରାଉଳ ଆଗୁଆ  ।

ରଘୁନାଥପୁର ଜୋନ-୨୫ରେ ବିଜେଡିର ରୀନାରାଣୀ ମଲ୍ଲିକ ଆଗୁଆ ରହିଛନ୍ତି  ।

ବିରିଡି ଜୋନ-୨୩ରେ ବିଜେଡିର ଦୀପ୍ତିମୟୀ ରାୟ ଆଗୁଆ  ।

ତିର୍ତ୍ତୋଳ ଜୋନ-୧୩ରେ ବିଜେଡିର ରଂଜିତା ସିଂହ ଆଗୁଆ  ।

କୁଜଙ୍ଗ ଜୋନ-୫ରେ ବିଜେଡିର ପ୍ରମୋଦ ସ୍ୱାଇଁ ଆଗୁଆ  ।

 

ଯାଜପୁର:-

ବିଂଝାରପୁର ଜୋନ ୨୫ରେ ବିଜେଡିର ଅହଲ୍ୟା ସ୍ୱାଇଁ ଆଗୁଆ ଅଛନ୍ତି  ।

ଦାନଗଦି ଜୋନ ୮ରେ ବିଜେଡିର ସ୍ମୃତିରାଣୀ ରାଉତ ଆଗୁଆ ଅଛନ୍ତି  ।

ଯାଜପୁର ଜୋନ ୨୯ରେ ବିଜେଡିର ପ୍ରେମାନନ୍ଦ ଜେନା ଆଗୁଆ ଅଛନ୍ତି  ।

ଧର୍ମଶାଳା ଜୋନ ୧୧ରେ ବିଜେଡିର ସୁଧାଂଶୁ ସାହୁ ଆଗୁଆ ।

ରସୁଲପୁର ଜୋନ ୩୫ରେ ବିଜେଡିର ଶିଶିର ମହାନ୍ତି ଆଗୁଆ ।

ବଡଚଣା ଜୋନ ୧୬ରେ ବିଜେଡିର ଜିତେନ୍ଦ୍ର ନାୟକ ଆଗୁଆ ।

ବରୀ ଜୋନ ୨୧ରେ ବିଜେଡିର ଅଶୋକ ସାମଲ ଆଗୁଆ ।

ସୁକିନ୍ଦା ଜୋନ ୩୭ରେ ବିଜେଡିର ଜେମା ଚାଖୁ ଆଗୁଆ ।

ଦଶରଥପୁର ଜୋନ ୪ରେ ବିଜେଡିର ପାର୍ଥସାରଥୀ ମହାପାତ୍ର ଆଗୁଆ ।

କୋରେଇ ଜୋନ ୧ରେ ବିଜେଡିର ସସ୍ମିତା ତରାଇ ଆଗୁଆ ।

 

ଢେଙ୍କାନାଳ:-

ଗଁଦିଆ ଜୋନ ୧୦ରେ ବିଜେଡିର ବିଶ୍ୱନାଥ ଚିନାରା ଆଗୁଆ ଅଛନ୍ତି  ।

କାମାକ୍ଷାନଗର ଜୋନ ୭ରେ ବିଜେପିର ନିବେଦିତା ରାଉତ ଆଗୁଆ ଅଛନ୍ତି  । ବିଜେଡିର ଦୀପ୍ତିମୟୀ ବିଶ୍ୱାଳ ପଛୁଆ ।

ଓଡ଼ାପଡ଼ା ଜୋନ ୧ରେ ବିଜେଡିର ପ୍ରତିମା ନାଏକ ଆଗୁଆ  ।

ପରଜଙ୍ଗ ଜୋନ ୧୮ରେ ବିଜେପିର ଏଲିନା ଭୂତିଆ ଆଗୁଆ  ।

ଭୁବନ ଜୋନ -୨୧ରେ ବିଜେଡିର ସୁଭଦ୍ରା ପାତ୍ର ଆଗୁଆ  ।

କଙ୍କଡ଼ାହାଡ଼ ଜୋନ ୪ରେ ବିଜେଡିର ନବକିଶୋର ସାହୁ ଆଗୁଆ  ।

ହିନ୍ଦୋଳ ଜୋନ ୨୪ରେ ବିଜେପିର ସୁନିତା ନାଥ ଆଗୁଆ  ।

ଢ଼େଙ୍କାନାଳ ସଦର ଜୋନ୍-୧୪ରେ ବିଜେଡିର ପୂର୍ଣ୍ଣିମା ଦେହୁରୀ ଆଗୁଆ  ।

 

କନ୍ଧମାଳ:-

ଜି.ଉଦୟଗିରି ଜେନା ୫ରେ ବିଜେପିର ସତ୍ୟଭାମା ନାଏମ ଆଗୁଆ ଅଛନ୍ତି  ।

କୋଟଗଡ଼ ଜୋନ ୨ରେ ବିଜେଡିର ସୁଶାନ୍ତ କହଁର ଆଗୁଆ ଅଛନ୍ତି  ।

ବାଲିଗୁଡ଼ା ଜୋନ ୧୫ରେ ବିଜେଡିର ନନ୍ଦିନୀ ମଲ୍ଲିକ ଆଗୁଆ ଅଛନ୍ତି  ।

କେ.ନୁଆଗାଁ ଜୋନ ୧ରେ ବିଜେଡିର ଅନିତା ମଲ୍ଲିକ ଆଗୁଆ ।

ଖଜୁରିପଡ଼ା ଜୋନ ୩ରେ ବିଜେଡିର ମମତା ମଲ୍ଲିକ ଆଗୁଆ ।

ଚକାପାଦ ଜୋନ ୬ରେ ବିଜେଡିର ମମତାରାଣୀ ବେହେରା ଆଗୁଆ ।

ଟିକାବାଲି ଜୋନ ୭ରେ ବିଜେଡିର ସାଧବାଣୀ ନାୟକ ଆଗୁଆ ।

ତୁମୁଡ଼ିବନ୍ଧ ଜୋନ ୯ରେ ବିଜେଡିର ନବୀନ ପାତ୍ର ଆଗୁଆ ।

ଦାରିଙ୍ଗବାଡ଼ି ଜୋନ ୧୦ରେ ବିଜେଡିର ରଞ୍ଜନ ପ୍ରଧାନ ଆଗୁଆ ।

ଫିରିଙ୍ଗିଆ ଜୋନ ୧୨ରେ ବିଜେଡିର ନୀଳଗିରି ଦିଗାଲ ଆଗୁଆ ।

ଫୁଲବାଣୀ ଜୋନ୧୪ରେ ବିଜେଡିର ଚନ୍ଦ୍ରମା ମଲ୍ଲିକ ଆଗୁଆ ।

ରାଛକିରା ଜୋନ ୧୭ରେ କଂଗ୍ରେସର ସତ୍ୟବାନ ପାତ୍ର ଆଗୁଆ ।

 

ନୟାଗଡ଼ା:-

ଜୋନ୍ ୧୬ରେ ବିଜେପିର ସନ୍ଧ୍ୟାରାଣୀ ସେଠୀ ଆଗୁଆ  ।

ନୟାଗଡ଼ ଜୋନ ୧୨ରେ ବିଜେପିର ସନ୍ତୋଷ ପ୍ରଧାନ ଆଗୁଆ  ।

ଜୋନ୍ ୧୬ରେ ବିଜେଡି ପ୍ରାର୍ଥୀ ଯସ୍ମିନ ଦାଶ ଆଗୁଆ ରହିଛନ୍ତି  ।

ନୟାଗଡ଼ ଜୋନ ୧୨ରେ ବିଜେଡିର ସୁବାସ କହଁର ଆଗୁଆ ଅଛନ୍ତି  ।

ଓଡ଼ଗାଁ ଜୋନ ୧ରେ ବିଜେଡିର ଝିଲ୍ଲୀ ପ୍ରଧାନ ଆଗୁଆ ଅଛନ୍ତି  ।

ରଣପୁର ଜୋନ ୧ରେ ବିଜେପିର ସସ୍ମିତା ମାର୍ଥା ଆଗୁଆ ଅଛନ୍ତି  ।

ଦଶପଲ୍ଲା ଜୋନ ୯ରେ ବିଜେଡିର ହରିଶ୍ଚନ୍ଦ୍ର ଜାନି ଆଗୁଆ  ।

ଭାପୁର ଜୋନ ୧୮ରେ ବିଜେଡିର ଧର୍ମେନ୍ଦ୍ର ଧଳ ଆଗୁଆ  ।

ଖଣ୍ଡପଡ଼ା ଜୋନ ୫ରେ ବିଜେଡିର ରାମେଶ୍ୱର ଶତପଥୀ ଆଗୁଆ  ।

ଗଣିଆ ଜୋନ ୮ରେ ବିଜେପିର ସୁଶାନ୍ତ ନାଏକ ଆଗୁଆ  ।

 

ନୂଆପଡ଼ା:-

ସିନାପାଲି ୧୨ରେ ବିଜେଡିର ପୁଷ୍ଣାଞ୍ଜଳି ଗୁଆଲ ଆଗୁଆ ।

 

ରାୟଗଡ଼ା:-

ରାମନାଗୁଡ଼ା ୧୮ ନମ୍ବର ଜୋନରେ ବିଜେଡ଼ିର ଗଗନ ଆଚାର୍ୟ୍ୟ ଆଗୁଆ ରହିଛନ୍ତି  ।

ଗୁଣପୁର ଜୋନ-୯ରେ କଂଗ୍ରେସର ଇଗାନ୍ ଗମାଙ୍ଗ ଆଗୁଆ ଅଛନ୍ତି  ।

 

ବୌଦ୍ଧ:-

୪ ନମ୍ବର ଜୋନରେ ବିଜେପିର ରାକେଶ ତ୍ରିପାଠୀ ଆଗୁଆ ରହିଛନ୍ତି  ।

କଣ୍ଟାମାଳ ଜୋନ ୧ରେ ବିଜେଡ଼ିର ସୁନିତା ସାହୁ ଆଗୁଆ ଅଛନ୍ତି  ।

ହରଭଙ୍ଗା ଜୋନ-୭ରେ ବିଜେଡିର ଜିତୁ ମିଶ୍ର ଆଗୁଆ  ।

 

କେନ୍ଦୁଝର :-

ଆନନ୍ଦପୁର ଜୋନ ୧ରେ ବିଜେଡ଼ିର ଟୁନି ରଣା ଆଗୁଆ ଅଛନ୍ତି  ।

କେନ୍ଦୁଝର ଜୋନ୍ ୪ରେ ବିଜେଡ଼ିର ଲୀଳାବତୀ ମହାନ୍ତି ଆଗୁଆ ଅଛନ୍ତି  ।

ଘଟଗାଁ ଜୋନ ୧ରେ ବିଜେଡିର ଯାଜ୍ଞସେନୀ ମହାନ୍ତି ଆଗୁଆ ଅଛନ୍ତିି  ।

ପାଟଣା ଜୋନ ୨୧ରେ ବିଜେଡିର ପ୍ରଫୁଲ୍ଲ ନାଏକ ଆଗୁଆ ଅଛନ୍ତି  ।

ଘସିପୁରା ଜୋନ ୧୦ରେ ବିଜେଡିର ମଧୁସ୍ମିତା ଦାସ ଆଗୁଆ ଅଛନ୍ତି  ।

ଯୋଡ଼ା ଜୋନ ନମ୍ବର ୨୬ରେ ବିଜେଡିର ଶଶିକାନ୍ତ ଖିଲାର ଆଗୁଆ ଅଛନ୍ତି  ।

ତେଲକୋଇ ଜୋନ ୧୯ରେ ବିଜେପିର ଶୈଳବାଳା ନାଏକ ଆଗୁଆ ଅଛନ୍ତି  ।

ପାଟଣା ଜୋନ ୭ରେ ବିଜେଡିର ପ୍ରଫୁଲ୍ଲ ନାଏକ ଆଗୁଆ ଅଛନ୍ତି  ।

ହାଟଡିହି ଜୋନ-୩୪ରେ ବିଜେଡିର ସୋମନାଥ ଦାସ ଆଗୁଆ  ।

ହରିଚନ୍ଦନପୁର ଜୋନ-୩୧ରେ ବିଜେଡିର ସାଗରିକା ସାହୁ ଆଗୁଆ

ଚମ୍ପୁଆ ଜୋନ୍-୧୩ରେ ବିଜେଡିର ଉଦୟ ନାଏକ ଆଗୁଆ  ।

ବାଂଶପାଳ ଜୋନ-୨୪ରେ ବିଜେଡିର ଶାନ୍ତିଲତା ରଣା ଆଗୁଆ  ।

ସାହାରାପଡ଼ା ଜୋନ-୨୯ରେ ବିଜେଡିର ବୁଦ୍ଧଦେବ ମହାକୁଡ଼ ଆଗୁଆ  ।

 

କୋରାପୁଟ:-

ଜୟପୁର ଜୋନ ୧ରେ ବିଜେଡିର ତପତୀ ପଟ୍ଟନାୟକ ଆଗୁଆ ଅଛନ୍ତି  ।

କୋଟପାଡ଼ ଜୋନ୧ରେ ବିଜେଡିର ତ୍ରିପତି ଚଲାଣ ଆଗୁଆ ।

ବୋରିଗୁମ୍ମା ୧ରେ ବିଜେଡିର ପ୍ରସାଦ ବିଡିକା ଆଗୁଆ ।

କୁନ୍ଦୁରା ୧ରେ ବିଜେଡିର ବିନୋଦ ସାମନ୍ତରାୟ ଆଗୁଆ ।

ବୈପାରୀଗୁଡ଼ା ୧ରେ ବିଜେଡିର ରାଜେଶ ମହରିଆ ଆଗୁଆ ।

ଦଶମନ୍ତପୁର ୧ରେ କଂଗ୍ରେସର ଲଳିତ ଜାନି ଆଗୁଆ ।

ଲକ୍ଷ୍ମୀପୁର-୧ରେ କଂଗ୍ରେସର ହିଙ୍ଗୁ ସାଉନ୍ତା ଆଗୁଆ ।

 

ମୟୂରଭଞ୍ଜ:-

କରଞ୍ଜିଆ ଜୋନ ୬ରେ ବିଜେଡିର ବୀଣାପାଣି ନାଏକ ଆଗୁଆ ଅଛନ୍ତି  ।

ଗୋପବନ୍ଧୁ ନଗର ଜୋନ ୧୪ରେ ବିଜେପିର ସୁଶାନ୍ତି ପରିଡ଼ା ଆଗୁଆ ଅଛନ୍ତି  ।

କପ୍ତିପଦା ଜୋନ ୩ରେ ବିଜେପିର ବିଜୟଲକ୍ଷ୍ମୀ ମାଝୀ ଆଗୁଆ ରହିଛନ୍ତି  ।

ଖୁଣ୍ଟା ଜୋନ ୧୨ରେ ବିଜେଡିର ହୃଦାନନ୍ଦ ମୁର୍ମୁ ଆଗୁଆ ଅଛନ୍ତି  ।

ବେତନଟୀ ଜୋନ ୩୫ରେ ବିାଜଡିର ବିଶ୍ୱନାଥ ହେମ୍ବୁମ ଆଗୁଆ ଅଛନ୍ତି  ।

ଉଦାଳ ଜୋନ ୧ରେ ଜେଏମଏମର ଖିରମଣୀ ମୁର୍ମୁ ଆଗୁଆ ଅଛନ୍ତି  ।

ବାରିପଦା ଜୋନ ୨୯ରେ ବିଜେପିର ପ୍ରଭାବତି ମହାନ୍ତ ଆଗୁଆ  ।

ଯଶିପୁର ଜୋନ ୪୧ରେ ବିଜେଡିର ମିନତୀ ନାଏକ ଆଗୁଆ  ।

ଜାମଦା ଜୋନ୍-୧୬ରେ ବିଜୁ ଗୋପାଳ ଗୋପ ଆଗୁଆ  ।

ରରୁଆଁ ଜୋନ୍-୧୪ରେ ବିଜେପିର ଗୁଦୁଣି ତୋରାଇ ଆଗୁଆ

ଠାକୁରମୁଣ୍ଡା ଜୋନ-୧୮ରେ ବିଜେଡିର ପୂର୍ଣ୍ଣିମା ବାଗସିଂ ଆଗୁଆ  ।

ତିରିଂ ଜୋନ-୨୦ରେ ବିଜେଡିର ପାରଶଚନ୍ଦ୍ର ମୁଣ୍ଡା ଆଗୁଆ  ।

 

ସୁନ୍ଦରଗଡ଼:-

କୋଇଡା(କ)ରେ ସିପିଆଇଏମର ସୁଶିଲ ମୁଣ୍ଡା ଆଗୁଆ ଅଛନ୍ତି  ।

ଟାଙ୍ଗରପାଲି ଜୋନ ୧ରେ ବିଜେପିର ପୂଜା ପଟେଲ ଆଗୁଆ ଅଛନ୍ତି  ।

କୁତ୍ରା ଜୋନ ୧ରେ ବିଜେଡିର ପିଙ୍କି ସୁନାନୀ ଆଗୁଆ ରହିଛନ୍ତି  ।

ବଡ଼ଗାଁ ଜୋନ ୧ରେ ବିଜେଡ଼ିର ଅମିୟ ପ୍ରଧାନ ଆଗୁଆ ରହିଛନ୍ତି  ।

ସୁନ୍ଦରଗଡ଼ ଜୋନ ୧ରେ ବିଜେଡିର ଅଶ୍ୱିନୀ ନାଏକ ଆଗୁଆ  ।

ରାଜଗାଙ୍ଗପୁର ଜୋନ ୧ରେ ବିଜେଡିର ସୁଶିଲା ଟପ୍ପୋ ଆଗୁଆ  ।

ଲହୁଣୀପଡ଼ା ଜୋନ ୨୯ରେ ବିଜେଡିର ଜୁଲିଆନି କାଣ୍ଡିରା ଆଗୁଆ ।

ଲାଠିକଟା ଜୋନ ୩୨ରେ ବିଜେଡିର ଭୁବନୁ କୁଜୁର ଆଗୁଆ ।

ଗୁରୁଣ୍ଡିଆ ଜୋନ ୭ରେ ଜେଏମଏମ ପାତ୍ରାସ ଏକ୍କା ଆଗୁଆ ।

କୁଆଁରମୁଣ୍ଡା ଜୋନ ୧ରେ ବିଜେଡିର ନେଭିଲ କେର୍କେଟା ଆଗୁଆ ।

ଲେଫ୍ରିପଡ଼ା ଜୋନ ୩୪ରେ ବିଜେଡିର ବୈଷ୍ଣବ ମାଝୀ ଆଗୁଆ ।

ହେବଗିରି ଜୋନ ୨୭ରେ ବିଜେଡିର ଉଦିତ ସେଠ ଆଗୁଆ ।

ସବଡେଗା ଜୋନ ୨୩ରେ ବିଜେଡିର ମନୋଜ ବରୁଆ ଆଗୁଆ ।

ବଣାଇ ଜୋନ ୧୫ରେ ବିଜେଡିର ବୀର ବିଚିତ୍ରସେନ ନାୟକ ଆଗୁଆ ।

ନୂଆଗାଁ ଜୋନ ୧୧ରେ ବିଜେଡିର ଜ୍ୟୋତି ଦଳରେସା ଟେଟେ ଆଗୁଆ ।

ବିଶ୍ରା ଜୋନ ୧୯ରେ ବିଜେଡିର ହାଲୁ ମୁଣ୍ଡାରୀ ଆଗୁଆ ।

 

ବରଗଡ଼:-

ଜୋନ ୧ରେ ବିଜେପିର ମୁକ୍ତା ସାହୁ ଆଗୁଆ ରହିଛନ୍ତି  ।

ଅମ୍ବାଭୋନା ଜୋନ ୧ରେ ବିଜେଡିର ନୀଳକୁମାରୀ ନାଏକ ଆଗୁଆ ରହିଛନ୍ତି  ।

ଝାରବନ୍ଧ ଜୋନ ୧ରେ ବିଜେପିର ଗରିବ ଭୋଇ ଆଗୁଆ ଅଛନ୍ତି  ।

ଅତାବିରା ଜୋନ ୧ରେ ବିଜେଡିର ସୁଦାମ ଜାଲ ଆଗୁଆ ଅଛନ୍ତି  ।

ସୋହେଲା ଜୋନ ୩୨ରେ ବିଜେଡିର ଜାଇଫୁଲ ସିଂବରିହା ଆଗୁଆ ଅଛନ୍ତି  ।

ପାଇକମାଳ ଜୋନ ୧୧ରେ ବିଜେଡିର ଗୀତାଞ୍ଜଳି ପୁଟା ଆଗୁଆ ଅଛନ୍ତି  ।

ବରଗଡ଼ ସଦର ଜୋନ ୧୪ରେ ବିଜେଡିର ପୁଷ୍ପା ଭୋଇ ଆଗୁଆ  ।

ଭେଡେନ ବ୍ଲକ ଜୋନ-୨୬ରେ ବିଜେଡିର ପଦ୍ମିନୀ ଗଡ଼ତିଆ ଆଗୁଆ ଅଛନ୍ତି  ।

ବିଜେପୁର ଜୋନ ୨୧ରେ ବିଜେଡିର ମାନିନୀ ଭୋଇ ଆଗୁଆ ଅଛନ୍ତି  ।

ଗାଇସିଲେଟ ଜୋନ ୭ରେ ବିଜେପିର ନେହେରୁ ବରିହା ଆଗୁଆ ଅଛନ୍ତି  ।

ଭଟଲି ଜୋନ ୨୪ରେ ବିଜେଡିର ଭାରତୀ ଭୁଏ ଆଗୁଆ ଅଛନ୍ତି  ।

 

ପୁରୀ:-

କଣାସ ଜୋନ ୧ରେ ବିଜେଡିର ପ୍ରଣତୀ ଜେନା ଆଗୁଆ ଅଛନ୍ତି  ।

ବ୍ରହ୍ମଗିରି ଜୋନ ୨୮ରେ ବିଜେଡିର କୈଳାସ ପରିଡା ଆଗୁଆ  ।

ନିମାପଡ଼ା ଜୋନ ୧୮ରେ ବିଜେଡିର କୁଞ୍ଜଲିା ସାମଲ ଆଗୁଆ  ।

ପୁରୀ ସଦର ଜୋନ ୨୫ରେ ବିଜେଡିର ମୋନାଲି ମିଶ୍ର ଆଗୁଆ  ।

ଅନ୍ତରଙ୍ଗ ଜୋନ ୧ରେ ବିଜେଡିର ସରସ୍ୱତୀ ସ୍ୱାଇଁ ଆଗୁଆ  ।

କାକଟପୁର ଜୋନ୬ରେ ବିଜେଡିର ଜ୍ୟୋତ୍ସାରାଣୀ ଦଳାଇ ଆଗୁଆ  ।

କୃଷ୍ଣପ୍ରସାଦ ଜୋନ ୯ରେ ବିଜେଡିର ଲକ୍ଷ୍ମୀଧର ସାହୁ ଆଗୁଆ  ।

ଗୋପ ଜୋନ ୧୧ରେ ବିଜେଡିର ଧର୍ମେନ୍ଦ୍ର ସାହୁ ଆଗୁଆ  ।

ଡେଲାଙ୍ଗା ଜୋନ ୧୫ରେ ବିଜେଡିର ପ୍ରଜ୍ଞା ଛୋଟରାୟ ଆଗୁଆ  ।

ପିପିଲି ଜୋନ ୨୨ରେ ବିଜେଡିର ସୁଶ୍ରୀସଂଗିତା ବେହେରା ଆଗୁଆ  ।

ସତ୍ୟବାଦୀ ଜୋନ ୨୧ରେ ବିଜେଡିର ନାରାୟଣ ରାଉତରାୟ ଆଗୁଆ  ।

 

ସମ୍ବଲପୁର:-

କୁଚିଣ୍ଡା ୧ରେ ବିଜେଡିର ଅଜିତ ମହାପାତ୍ର ଆଗୁଆ ।

ଜମନକିରା ୧ରେ ବିଜେଡିର ସୁଜାତା ଖୁଣ୍ଟିଆ ଆଗୁଆ ।

ଧନକଉଡା ୧ରେ ବିଜେଡିର ସୁନିଲ ମିଶ୍ର ଆଗୁଆ ।

ନାକଟିଦେଉଳ ୧ରେ ବିଜେଡିର ପ୍ରିୟମ୍ବଦା ସାହୁ ଆଗୁଆ ।

ବାମରା ୧ରେ ବିଜେଡିର କୃଷ୍ଣଚନ୍ଦ୍ର ଟପ୍ପୋ ଆଗୁଆ ।

ମାନେଶ୍ୱର ୧ରେ ବିଜେଡିର ସୁରଜ ସେଠ ଆଗୁଆ ।

ଯୁଯୁମରା ୧ରେ ବିଜେଡିର କବିତା ସାହୁ ଆଗୁଆ ।

ରେଢ଼ାଖୋଲ ୧ରେ ବିଜେପିର ହୀରାବତି ପ୍ରଧାନ ଆଗୁଆ ।

ରେଙ୍ଗାଲି ୧ରେ ବିାଜଡିର ଚୋଲାଶ୍ରୀ ମହାନନ୍ଦ ଆଗୁଆ ।

 

ଅନୁଗୁଳ:-

ଅନୁଗୁଳ ଜୋନ ୧ରେ କାଜଲ ପଟ୍ଟନାୟକ ଆଗୁଆ ଅଛନ୍ତି  ।

ପାଲଲହଡ଼ା ଜୋନ ୨୨ରେ ବିଜେପିର ଗୁରୁଚରଣ ହେମ୍ବ୍ରୁମ ଆଗୁଆ ରହିଛନ୍ତି  ।

କିଶୋରନଗର ଜୋନ ୧୧ରେ ବିଜେପିର ବବିତା ପ୍ରଧାନ ଆଗୁଆ ଅଛନ୍ତି  ।

ଆଠମଲ୍ଲିକ ଜୋନ ୫ରେ ବିଜେଡିର ରଶ୍ମିରେଖା ମାହାର ଆଗୁଆ ଅଛନ୍ତି  ।

ଛେଣ୍ଡିପଦା ଜୋନ ୧୪ରେ ବିଜେପିର ଅଖିଳ ଗଡ଼ନାୟକ ଆଗୁଆ ଅଛନ୍ତି  ।

ବଅଁରପାଳ ଜୋନ ୨୫ରେ ବିଜେପିର ସରୋଜ ଦେବତା ଆଗୁଆ ।

 

ବାଲେଶ୍ୱର:-

ବାଲେଶ୍ୱର ସଦର ଜୋନ ୧ରେ ବିଜେଡିର ସଞ୍ଜୟ ଦାସ ଆଗୁଆ ରହିଛନ୍ତି  ।

ବସ୍ତା ଜୋନ ୧୪ରେ ବିଜେଡିର ବିଷ୍ଣୁପ୍ରିୟା ବୁଗୁଡ଼ି ଆଗୁଆ ରହିଛନ୍ତି  ।

ନୀଳଗିରି ଜୋନ ୧୧ରେ ବିଜେଡିର ସୁବର୍ଣ୍ଣମଞ୍ଜରୀ ସିଂହ ଆଗୁଆ ଅଛନ୍ତି  ।

ଜଳେଶ୍ୱର ଜୋନ-୭ରେ ବିଜେଡ଼ିର ତୁଳସୀ କିସ୍କୁ ଆଗୁଆ ରହିଛନ୍ତି  ।

ବାହାନଗା ଜୋନ ୧୮ରେ ବିଜେଡିର ବଟକୃଷ୍ଣ ମାଳି ଆଗୁଆ ।

ସିମୁଳିଆ ଜୋନ ୪୦ରେ ବିଜେପିର ରମେଶ ସାହୁ ଆଗୁଆ ଅଛନ୍ତିି ।

ଜଳେଶ୍ୱର ଜୋନ ୭ରେ ବିଜେଡିର ତୁଳସୀ କିସ୍କୁ ଆଗୁଆ ଅଛନ୍ତି ।

ସୋର ଜୋନ ୪୩ରେ ବିଜେଡିର ରେବତୀ ନାୟକ ଆଗୁଆ ।

ରେମୁଣା ଜୋନ ୩୬ରେ ବିଜେଡିର ଅଭିମନ୍ୟୁ ଧିଣ୍ଡା ଆଗୁଆ ।

ଔପଦା ଜୋନ ୧ରେ ବିଜେଡିର ମୁନି ସିଂ ଆଗୁଆ  ।

ଭୋଗରାଇ ଜୋନ ୩୦ରେ ବିଜେଡିର ଗିରିଶ ଦତ୍ତ ଆଗୁଆ ।

ଭୋଗରାଇ ଜୋନ ୩୧ରେ ବିଜେଡିର ଅଜିତ କାମିଲା ଆଗୁଆ ।

 

ବଲାଙ୍ଗିର:-

ବେଲପଡ଼ା ଜୋନ ୧ରେ ବିଜେଡ଼ିର ଜୟ ଧରୁଆ ଆଗୁଆ ଅଛନ୍ତି  ।

ଟିଟିଲାଗଡ଼ ଜୋନ ୭ରେ ବିାଜଡିର ଗୀତା ବିଶି ଆଗୁଆ ଅଛନ୍ତି  ।

ଗୁଡ଼ଭେଲା ଜୋନ ୫ରେ ବିଜେଡିର ପ୍ରଦୀପ ପଣ୍ଡା ଆଗୁଆ ଅଛନ୍ତି  ।

ତୁରେଇକେଲା ଜୋନ ୧୦ରେ ବିଜେପିର ମମତା ମେହେର ଆଗୁଆ ଅଛନ୍ତି  ।

ସଇଁତଳା ଜୋନ ୩୦ରେ ବିଜେଡିର ହିମାଚଳ ବୁଡ଼େକ ଆଗୁଆ  ।

ସଦର ବ୍ଲକ ଜୋନ ୨୨ରେ ବିଜେଡିର ଅନାମିକା ହୋତା ଆଗୁଆ  ।

ବଙ୍ଗୋମୁଣ୍ଡା ଜୋନ ୨୦ରେ ବିଜେଡିର ଥବୀର ବାଗ ଆଗୁଆ  ।

ଲୋଇସିଂହା ଜୋନ ୩୩ରେ ବିଜେଡିର ନୀଳିମା ବେହେରା ଆଗୁଆ  ।

ପୁଇଁଳତା ଜୋନ ୧୭ରେ ବିଜେଡିର ଲିପିକା ପ୍ରଧାନ ଆଗୁଆ  ।

ପାଟଣାଗଡ଼ ଜୋନ ୧୪ରେ ବିଜେଡିର ବିଶ୍ୱେଶ୍ୱରୀ ବରିହା ଆଗୁଆ  ।

 

ନବରଙ୍ଗପୁର:-

ଚନ୍ଦାହାଣ୍ଡି ଜୋନ ୧ରେ ବିଜେଡିର ବର୍ଷାରାଣୀ ପଟେଲ ଆଗୁଆ ଅଛନ୍ତି  ।

ନବରଙ୍ଗପୁର ଜୋନ ୧ରେ କଂଗ୍ରେସର କପୁର ଚନ୍ଦ୍ର ନାଏକ ଆଗୁଆ ଅଛନ୍ତି  ।

ଡାବୁଗାଁ ଜୋନ ୧୨ରେ ବିଜେଡିର ଧନସିଂ ଭତ୍ରା ଆଗୁଆ ରହିଛନ୍ତି  ।

ଉମରକୋଟ ଜୋନ ୧ରେ ବିଜେଡିର ଚନ୍ଦନ ରାୟ ଆଗୁଆ ଅଛନ୍ତି  ।

ପାପଡାହାଣ୍ଡି ଜୋନ ୨୦ରେ କଂଗ୍ରେସର ଉଆସୁଁ ମାଝୀ ଆଗୁଆ ଅଛନ୍ତି  ।

ନନ୍ଦାହାଣ୍ଡି ଜୋନ ୧୮ରେ ବିଜେଡିର ନାରାୟଣ ରଥ ଆଗୁଆ ଅଛନ୍ତି  ।

 

ଭଦ୍ରକ:-

ଭଣ୍ଡାରୀପୋଖରୀ ଜୋନ ୨୨ରେ ବିଜେଡିର ବଦ୍ରି ରାଉତ ଆଗୁଆ ଅଛନ୍ତି  ।

ଜୋନ ୨୫ରେ ବିଜେଡିର ପ୍ରତିମା ଜେନା ଆଗୁଆ ଅଛନ୍ତି  ।

ଚାନ୍ଦବାଲି ଜୋନ ୧ରେ ବିଜେଡିର ପ୍ରିନ୍ସ ରାକେଶ ନାୟକ ଆଗୁଆ  ।

ତିହିଡି ଜୋନ ୬ରେ ବିଜେଡିର ରୁଜାତା ପଣ୍ଡା ଆଗୁଆ  ।

ବନ୍ତ ଜୋନ ୧୪ରେ ବିଜେଡିର ରୁନିତା ଦାଶ ଆଗୁଆ  ।

ଧାନନଗର ଜୋନ୍-୧୦ରେ ବିଜେପିର ରଂଜିତା ସ୍ୱାଇଁ ଆଗୁଆ  ।

ବାସୁଦେବପୁର ଜୋନ୍-୧୭ରେ ବିଜେଡିର ଜୟନ୍ତୀ ବାରିକ ରହିଛନ୍ତି ଆଗୁଆ

 

ମାଲକାନଗିରି:-

କୋରକୋଣ୍ଡା ଜୋନ ୪ରେ ବିଜେଡିର ବିଜୟଲକ୍ଷ୍ମୀ ପଡ଼ିଆମି ଆଗୁଆ  ।

ଖଇରପୁର ଜୋନ ୬ରେ ବିଜେଡିର ବଳୀ ମାଝୀ ଆଗୁଆ ଅଛନ୍ତି  ।

ମାଲକାନଗିରି ଜୋନ ୧ରେ ବିଜେଡିର କୁନି ଭୂମିଆ ଆଗୁଆ ଅଛନ୍ତି  ।

ମାଥିଲି ଜୋନ ୮ରେ ବିଜେଡିର ଲକ୍ଷ୍ମୀପ୍ରିୟା ନାଏକ ଆଗୁଆ ଅଛନ୍ତି  ।

ପଡ଼ିଆ ଜୋନ ୭ରେ ବିଜେଡ଼ିର ସୁରଭି ଭୌମିକ ଆଗୁଆ ଅଛନ୍ତି  ।

ଚିତ୍ରକୋଣ୍ଡା ଜୋନ ୧୪ରେ ବିଜେଡିର ଭେଙ୍କଟେଶ୍ୱର ପପୁଲୁ ଆଗୁଆ ଅଛନ୍ତି  ।

କାଲିମେଳା ଜୋନ-୧ରେ ବିଜେଡିର ଅପର୍ଣ୍ଣା ମଣ୍ଡଳ ଆଗୁଆ  ।

 

ଝାରସୁଗୁଡ଼ା:-

ଲଇକେରା ଜୋନ ୧ରେ ବିଜେଡିର ତୁଲାବତୀ ମିଞ୍ଜ ଆଗୁଆ ଅଛନ୍ତି  ।

କୋଲାବିରା ଜୋନ ୧ରେ ବିଜେଡିର ନୃପଲାଲ ପଶାୟତ ଆଗୁଆ ଅଛନ୍ତି  ।

ଝାରସୁଗୁଡ଼ା ସଦର ଜୋନ ୧ରେ ବିଜେଡିର ଝରଣା ସାଗର ଆଗୁଆ ଅଛନ୍ତି  ।

କିରିମିରା ଜୋନ ୧ରେ ବିଜେଡିର ରୀତା ବାଗ ଆଗୁଆ ।

ଲଖନଉପୁର ଜୋନ ୧ରେ ବିଜେଡିର ସନତ ସିଂହ ଆଗୁଆ ।

 

ସୁବର୍ଣ୍ଣପୁର:-

ଉଲୁଣ୍ଡା ଜୋନ ୧ରେ ବିଜେଡିର ବିଜୟଲକ୍ଷ୍ମୀ ତରାଇ ଆଗୁଆ ଅଛନ୍ତି  ।

ସୋନପୁର ୧୨ରେ ବିଜେଡିର ସସ୍ମିତା ମହାନ୍ତି ଆଗୁଆ ।

ତରଭା ଜୋନ ୬ରେ ବିଜେଡିର ଅଞ୍ଜଳି କମ୍ପ ଆଗୁଆ ।

ବୀରମହାରାଜପୁର ଜୋନ ୧୦ରେ ବିଜେଡିର ରଞ୍ଜିତ ରଥ ଆଗୁଆ ।

 

କେନ୍ଦ୍ରାପଡ଼ା:-

ଆଜି ଜୋନ୍-୧ରେ ବିଜେଡିର କନକଲତା ବେହେରା ଆଗୁଆ ରହିଛନ୍ତି  ।

କେନ୍ଦ୍ରାପଡ଼ା ଜୋନ-୫ରେ ବିଜେଡିର ଲଳିତା ଦାସ ଆଗୁଆ ରହିଛନ୍ତି  ।

ରାଜନଗର ଜୋନ-୩୦ରେ ବିଜେଡିର ସୁରେନ୍ଦ୍ର ରାଉତ ଆଗୁଆ ରହିଛନ୍ତି  ।

ମାର୍ଶାଘାଇ ଜୋନ-୨୪ରେ ବିଜେଡିର ପ୍ରମୋଦ ରଥ ଆଗୁଆ  ।

ପଟ୍ଟାମୁଣ୍ଡାଇ ଜୋନ-୨୫ରେ ବିଜେଡିର ପ୍ରିୟଦର୍ଶିନୀ ତରାଇ ଆଗୁଆ  ।

ଡେରାବିଶ ଜୋନ-୧୨ରେ ବିଜେଡିର ଧନେଶ୍ୱର ସେଠୀ ଆଗୁଆ  ।

ମହାକାଳପଡ଼ା ଜୋନ ୧୯ରେ ବିଜେଡିର ସସ୍ମିତା ସ୍ୱାଇଁ ଆଗୁଆ ।

ଗରଦପୁର ଜୋନ ୯ରେ ବିଜେଡିର ଏଲିଜା ସ୍ୱାଇଁ ଆଗୁଆ ।

ରାଜକନିଆ ଜୋନ ୨୭ରେ ବିଜେଡିର ପ୍ରବୀଣା ଦାସ ଆଗୁଆ ।

 

ଦେବଗଡ଼:-

ତିଲେଇବଣ ୧ ଜୋନରେ ବିଜେଡିର ରାଜେଶ ମହାନନ୍ଦ ଆଗୁଆ ।

ବାରକୋଟ ୧ରେ ବିଜେଡିର ବର୍ଷାରାଣୀ ମୁଣ୍ଡା ଆଗୁଆ ।

ରିଆମାଳ ୧ରେ ବିଜେଡିର କୌଶିକ ପ୍ରଧାନ ଆଗୁଆ ।

 

କଳାହାଣ୍ଡି:-

ଜୟପାଟଣା ଜୋନ ୧୪ରେ ବିଜେପିର ଅଙ୍ଗନ ମାଝୀ ଆଗୁଆ ।

ଧର୍ମଗଡ଼ ଜୋନ ୨୩ରେ ବିଜେପିର ଅର୍ପେଣ ସ୍ୱାଇଁ ଆଗୁଆ ।

କୋକସରା ଜୋନ ୮ରେ ବିଜେଡିର ହେମନ୍ତ ମାଝୀ ଆଗୁଆ ।

ଜୁନାଗଡ଼ ଜୋନ ୧୭ରେ ବିଜେଡିର ସୁଧିର ମେହେର ଆଗୁଆ ।

କଲମପୁର ଜୋନ ୧ରେ ବିଜେଡିର ଦୁହିତା ମାଝୀ ଆଗୁଆ ।

ଗୋଲାମୁଣ୍ଡା ଜୋନ ୧୧ରେ ବିଜେଡିର ହେମାଙ୍ଗିନୀ ରାଉତ ଆଗୁଆ ।

କର୍ଲାମୁଣ୍ଡା ଜୋନ ୩ରେ ବିଜେଡିର ମହେନ୍ଦ୍ର ରଣା ଆଗୁଆ ।

କେସିଙ୍ଗା ଜୋନ ୫ରେ ବିଜେଡିର ଦୀପାଞ୍ଜଳୀ ସାହୁ ଆଗୁଆ ।

ଥୁ,ରାମପୁର ଜୋନ ୨୧ରେ ବିଜେଡିର ପ୍ରମିଳା ମାଝୀ ଆଗୁଆ ।

ନର୍ଲା ଜୋନ ୨୬ରେ ବିଜେଡିର ନମ୍ରତା ସାହୁ ଆଗୁଆ ।

ଭବାନୀପାଟଣା ଜୋନ ୨୯ରେ ବିଜେପି ହୃଦାନନ୍ଦ ସାହୁ ଆଗୁଆ ।

ମ. ରାମପୁର ଜୋନ ୩୩ରେ ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓ ଆଗୁଆ ।

ଲଞ୍ଜିଗଡ଼ ଜୋନ ୩୫ରେ ବିଜେଡିର ଅଞ୍ଜଳି ମାଝୀ ଆଗୁଆ ।