fbpx

ରୋଗବ୍ୟାଧି ଦୂର କରୁଛି ଓଟ ପରିଶ୍ରା, ଏଠାରେ ଲୋକମାନେ ପିଅନ୍ତି ଓ ମୁହଁ ଧୁଅନ୍ତି ମଧ୍ୟ(Video)

ନୂଆଦିଲ୍ଲୀ: ଭିନ୍ନ ଭିନ୍ନ ଦେଶର ରହିଛି ସେମାନଙ୍କର ସ୍ୱତନ୍ତ୍ର ଚାଳିଚଳନ ଓ ପରମ୍ପରା । ଆଉ ସେମାନଙ୍କ ଖାଦ୍ୟପେୟ ବି ଭିନ୍ନ ପ୍ରକାରର ରହିଥାଏ । ଏହି କ୍ରମରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଲୋକମାନେ ଓଟ ପରିଶ୍ରାକୁ ଜଟିବୁଟି ବୋଲି ଭାବନ୍ତି । ବିଭିନ୍ନ ରୋଗ ବ୍ୟାଧିକୁ ଦୂର କରିବା ପାଇଁ ସେମାନେ ଏହି ଓଟ ପରିଶ୍ରାକୁ ପିଇଥାନ୍ତି । ତାହେଲେ ଚାଲନ୍ତୁ ଜାଣିବା କେଉଁଠି ଓ କଣ ରହିଛି ଏହିଭଳି ପରମ୍ପରା ଏହି ଭିଡିଓ ମାଧ୍ୟମରେ…

Get real time updates directly on you device, subscribe now.