fbpx

ଜିଓର ସାନଦାର ଅଫର୍: ୨୧ ଟଙ୍କାରେ ଦୁଇଗୁଣା ୪ଜି ଡାଟା

କରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ଅଧିକ ଲୋକେ ଘରେ ବସ କାମ କରୁଛନ୍ତି । ଦେଶରେ ଲକ୍-ଡାଉନ୍ ଚାଲିଥିବାରୁ ଲୋକମାନେ ମୋବାଇଲ୍ ଡାଟା ସାରି କାମ କରୁଛନ୍ତି । ଏହାକୁ ଧ୍ୟାନରେ ରଖି ରିଲାଏନ୍ସ ଜିଓ ନିକଟରେ ନିଜର ୪ଜି ଭାଉଚରରେ ପରିବର୍ତ୍ତନ ଆଣିଛି । କମ୍ପାନୀ ଏହି ଶସ୍ତା ଭାଉଚରରେ ମିଳୁଥିବା ଭାଉଚରକୁ ଦ୍ୱିଗୁଣିତ କରିଛି ।

ତେବେ ଜିଓର ୪ଜି ଡାଟା ଭାଉଚରରେ ଅତ୍ୟାଧିକ କମ୍ ମୂଲ୍ୟର ଅନେକ ରିଜାର୍ଚ ପ୍ଲାନ ରହିଛି, ଯେଉଁଥିରେ ୧୧,୨୧,୫୧ ଓ ୧୦୧ ଟଙ୍କାର ପ୍ଲାନ ରହିଛି । ୨୧ ଟଙ୍କିଆ ପ୍ଲାନରେ ୧ ଜିବି ବଦଳରେ ବର୍ତ୍ତମାନ ୨ ଜିବି ଦିଆଯାଉଛି । ଏହା ସହିତ ୫୦୦ ମିନିଟ୍ ମଧ୍ୟ ଦିଆଯାଇଛି, ଯାହାକି ଜିଓରୁ ନନ୍ ଜିଓ ବା ଅନ୍ୟ କୌଣସି ନେଟୱାର୍କ ପାଇଁ ଆପଣ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.