fbpx

ବ୍ରହ୍ମପୁର ବଡ଼ ମେଡିକାଲ MKCGରେ ଅଗ୍ନିକାଣ୍ଡ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ଏମକେସିଜି ପ୍ଲାଷ୍ଟିକ ସର୍ଜରୀ ୱାର୍ଡରୁ ଘଟିଛି ଅଗ୍ନିକାଣ୍ଡ । ନିୟନ୍ତ୍ରଣ ପାଇଁ ଅଗ୍ନିଶମ ବାହିନୀକୁ ଡାକିଛନ୍ତି ଅଧୀକ୍ଷକ । ୱାର୍ଡରୁ ଧୂଆଁ ବାହାରିବାରୁ ରୋଗୀ ବାହାରକୁ ଚାଲି ଆସିଥିବା ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ଧୂଆଁ ବାହାରୁଛି, ତାହା ସ୍ପଷ୍ଟ ହୋଇନି । ଘଟଣାକୁ ନେଇ ଲୋକମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଅନ୍ୟପଟେ ମେଡିକାଲ ପକ୍ଷରୁ ଘଟଣାର ଘଟଣାର ତଦନ୍ତ ଚାଲିଛି, କିନ୍ତୁ ଏସମ୍ପର୍କରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ବୟାନ ଦିଆଯାଇ ନାହିଁ ।

Get real time updates directly on you device, subscribe now.