ଭୁବନେଶ୍ୱର,୧୨ ।୪(ଓଡ଼ିଶା ଭାସ୍କର):କରୋନା ପାଇଁ ଘୁଚିଲା ବ୍ଳୁ ଫିଲ୍ମ ଷ୍ଟାର ମିଆ ଖଲିଫାଙ୍କ ବାହାଘର । ଯୁବପିଢ଼ୀଙ୍କ ହୃଦୟରେ ରାଜ କରୁଥିବା ପର୍ଣ୍ଣ ଷ୍ଟାର ମିଆ ଖଲିଫାଙ୍କ ବାହାଘର ଜୁନ ୧୦ ତାରିଖକୁ ସ୍ଥିର ହୋଇଥିଲା । କିନ୍ତୁ କରେନା ପାଇଁ ବିଶ୍ୱର ଅଧିକାଂଶ ଦେଶରେ ଲକ୍ ଡାଉନ୍ ଥିବାରୁ ଏହାକୁ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି । ନିଜେ ମିଆ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ମିଆ ତାଙ୍କ ବୟଫ୍ରେଣ୍ଠ ରବର୍ଟଙ୍କୁ ବିବାହ କରିବାକୁ ଯାଉଥିଲେ । ଏଥିପାଇଁ ସପିଂ ବି ସରିଥିଲା । କିନ୍ତୁ ମିଆ ଏବେ କହିଛନ୍ତି ଯଦି ମୋ ବିବାହ ପୂର୍ବରୁ ଏ ବିଶ୍ୱ ଶେଷ ହୋଇଯାଏ ତେବେ ମୁଁ ବାହାଘର ପାଇଁ କିଣିଥିବା ୧୨ କୋଟି ଟଙ୍କାର ଡ୍ରେସ ପିନ୍ଧାଇ ମୋର ଶେଷକୃତ୍ୟ କରିଦେବ । ଅବଶ୍ୟ ମିଆ କିଛି ଦିନ ହେବ ପର୍ଣ୍ଣ ଫିଲ୍ମ କରିବା ଛାଡିଦେଇଛନ୍ତି । କିନ୍ତୁ ତାଙ୍କର ଇଣ୍ଡିଆନ ଲୁକ ପାଇଁ ସେ ବିଶ୍ୱରେ ପର୍ଣ୍ଣ ଫିଲ୍ମରୁ ଅଧିକ ରୋଜଗାର କରୁଥିବା ଅଭିନେତ୍ରୀଙ୍କ ମଧ୍ୟରେ ଅଗ୍ରଣୀ ।
Next Post