fbpx

OPGC ପକ୍ଷରୁ ବାହାରିଲା ଅନେକ ପଦବୀ, ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ବଢ଼ିଆ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ନୂଆ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପକ୍ଷରୁ ଅନେକ ପଦବୀ ପାଇଁ ଚାକିରି ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ପ୍ରଥମେ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଭଲ ଭାବେ ପଢ଼ି ଅନଲାଇନ ମୋଡ଼ରେ ଆବେଦନ କରିବାକୁ ଅନୁରୋଧ ।

ଗତ ୨୮ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ମାସ ୧୮ ପର୍ଯ୍ୟନ୍ତ ଆବେଦନର ଅନ୍ତିମ ତାରିଖ ରହିଛି । ସେହିପରି ୨୬ ତାରିଖ ସୁଦ୍ଧା ଆପିଲିକେସନ ହାର୍ଡ କପି ସହିତ ଡକ୍ୟୁମେଣ୍ଟ ପଠାଇବାକୁ ପଡ଼ିବ । ଏହି ବିଜ୍ଞପ୍ତିରେ ମୋଟ ୧୭ଟି ପଦବୀ ବିଭିନ୍ନ ବର୍ଗ ପାଇଁ ବାହାରିଛି ।

ଅନଲାଇନ ଆବେଦନର ଆରମ୍ଭ ତାରିଖ: ୨୮.୦୯.୨୦୨୨

ଅନଲାଇନ ଆବେଦନର ଅନ୍ତିମ ତାରିଖ: ୧୮.୧୦.୨୦୨୨

ହାର୍ଡ କପି ପଠାଇବାର ଅନ୍ତିମ ତାରିଖ: ୨୬.୧୦.୨୦୨୨

ଅଫିସିଆଲ ନୋଟିଫିକେସନ ଲିଙ୍କ: https://www.opgc.co.in/opgc_recruitment/Detailed_advertisement_OPGC_HR_05_2022.pdf

ଅଫିସିଆଲ ୱେବସାଇଟ୍: https://www.opgc.co.in/

 

Get real time updates directly on you device, subscribe now.