ମାଲକାନଗିରିରେ କୋଭିଡ୍ ମେଡିକାଲର ଶୁଭାରମ୍ଭ

ମାଲକାନଗିରି,୧୩ ।୪(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ରାଜ୍ୟର ସବୁ ଜିଲ୍ଲାରେ କୋଭିଡ୍ ମେଡାକାଲ ନିର୍ମାଣ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାରି ମଧ୍ୟରେ ମାଲକାନଗିରି ପୁରୁଣା ଜିଲ୍ଲା ହସ୍ପିଟାଲରେ କୋଭିଡ୍ ମେଡିକାଲର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୦ଟି ପୃଥକ ଶର୍ଯ୍ୟା ସମେତ ୩୦ଟି ଶର୍ଯ୍ୟା ଉପଲବ୍ଧ ହେବ । ଆବଶ୍ୟକ ପଡିଲେ ଶଯ୍ୟା ସଂଖ୍ୟା ଶହେକୁ ବୃଦ୍ଧି କରାଯିବ । ଏନେଇ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.